Below header

ନବରଙ୍ଗପୁରରେ ପରିତ୍ୟକ୍ତ କୂଅରେ ପଡିଯାଇଛି ଭାଲୁ, ଉଦ୍ଧାର ପାଇଁ ଉଦ୍ଯମ ଜାରି

ନବରଙ୍ଗପୁର: କୂଅରେ ପଡିଛି ଭାଲୁ । ନବରଙ୍ଗପୁର ଦେଉଲା ନିକଟସ୍ଥ ସିରାଗୁଡା ଗାଁର ଏକ ପରିତ୍ୟକ୍ତ କୂଅରେ ଭାଲୁଟି ପଡିଯାଇଛି । ଗାଁର ବୀଭିଷଣ ମାଳିଙ୍କ ପନିପରିବା ବିଲ ନିକଟରେ ଥିବା ପରିତ୍ୟକ୍ତ କୂଅରେ ଭାଲୁ ପଡିଥିବା ଦେଖିବାକୁ ମିଳିଛି ।

ଆଜି ସକାଳୁ ବୀଭିଷଣ ନିଜ ବିଲକୁ ଯାଉଥିବାବେଳେ ଭାଲୁଟି କୂଅରେ ପଡିଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗକୁ ଖବର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.