ନଦୀ ପଠାରେ ବୁଲୁଛି କୁମ୍ଭୀର, ଭୟଭୀତ ଗ୍ରାମବାସୀ

ନଦୀ ପଠାରେ ବୁଲୁଛି କୁମ୍ଭୀର । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କେନ୍ଦୁପଲ୍ଲୀ ଗାଁ ନିକଟ ମହାନଦୀ କୂଳରେ ଏକ ବିଶାଳ କୁମ୍ଭୀର ବାଲି ଉପରେ ବୁଲୁଥିଲା । କୁମ୍ଭୀରକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ ଗ୍ରାମବାସୀ ।

ଦଶପଲ୍ଲା (କେନ୍ୟୁଜ): ନଦୀ ପଠାରେ ବୁଲୁଛି କୁମ୍ଭୀର । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କେନ୍ଦୁପଲ୍ଲୀ ଗାଁ ନିକଟ ମହାନଦୀ କୂଳରେ ଏକ ବିଶାଳ କୁମ୍ଭୀର ବାଲି ଉପରେ ବୁଲୁଥିଲା । କୁମ୍ଭୀରକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ ଗ୍ରାମବାସୀ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିଛି । ଏହାକୁ ସାତକୋଶିଆ ଗଣ୍ଡରେ ନେଇ ଛାଡ଼ି ଦିଆଯାଇଛି । ଏହା ସହିତ ନଦୀ ପଠାକୁ ନଯିବା ପାଇଁ ବନବିଭାଗ ତରଫରୁ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ମଧ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.