ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଥିଲେ ନକଲି ପରୀକ୍ଷାର୍ଥୀ, ପୋଲିସ କଲା ଗିରଫ

ମାଟ୍ରିକ ସପ୍ଲିମେଣ୍ଚାରୀ ପରୀକ୍ଷା ଦେଉଥିବା ନକଲି ପରୀକ୍ଷାର୍ଥୀ ଗିରଫ। ବଲାଙ୍ଗିରର ପିଆର ହାଇସ୍କୁଲରେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଥିବା ଜଣେ ନକଲି ପରୀକ୍ଷାର୍ଥୀକୁ ଗିରଫ କରିଛି ଟାଉନ ଥାନା ପୋଲିସ। ପତିତପାବନ ଏକାଡେମୀ ସ୍କୁଲର ଜଣେ ପରୀକ୍ଷାର୍ଥୀଙ୍କ ବଦଳରେ ଆଉ ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ଆଜି ଗଣିତ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷକ ଏହା ଜାଣିପାରି ପୋଲିସକୁ ଖବର ଦେଇଥିଲେ। ବଲାଙ୍ଗିର ପୋଲିସ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.