ଉଦ୍ଧାର ହେଲା ବିରଳ ପ୍ରଜାତିର ସାପ: “ଜଙ୍ଗଲୀ ସୁନ୍ଦରୀ”

ଉଦ୍ଧାର ହେଲା ବିରଳ ପ୍ରଜାତିର ସାପ । ସୋର ଔପଦା ବ୍ଳକ ତଳକିଆ ପଞ୍ଚାୟତ ବିରିହା ଗାଁର ହକିହର ଦଳେଇଙ୍କ ଘରେ ଏକ ସାପ ପଶିଯାଇଥିଲା। ସାପଟି ଜଙ୍ଗଲରୁ ପଳାଇ ଆସିଥିବା ବେଳେ ଟ୍ରକକେଟ କିମ୍ବା ଜଙ୍ଗଲୀ ସୁନ୍ଦରୀ ସାପ ବୋଲି କୁହାଯାଇଛି । ଉଦ୍ଧାର ପରେ କୁଲଢିଆ ଅଭୟାରଣ୍ୟରେ ଛଡ଼ାଯାଇଥିବା ସୂଚନା ମିଳିଛି ।

ସୋର (କେନ୍ୟୁଜ): ଉଦ୍ଧାର ହେଲା ବିରଳ ପ୍ରଜାତିର ସାପ । ସୋର ଔପଦା ବ୍ଳକ ତଳକିଆ ପଞ୍ଚାୟତ ବିରିହା ଗାଁର ହକିହର ଦଳେଇଙ୍କ ଘରେ ଏକ ସାପ ପଶିଯାଇଥିଲା। ପରିବାରଲୋକେ ଏ ସଂପର୍କରେ ଔପଦା ବନ ବିଭାଗକୁ ଖବର ଦେଇଥିଲେ ।

ବନ ବିଭାଗ ଗାଁରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଏହାର ଲମ୍ବ ପ୍ରାୟ ୫ ଫୁଟ ହେବ। ଏହା ଏକ ବିରଳ ପ୍ରଜାତିର ବୋଲି ବନ ବିଭାଗ ଅଧିକାରୀମାନେ କହିଛନ୍ତି । ସାପଟି ଜଙ୍ଗଲରୁ ପଳାଇ ଆସିଥିବା ବେଳେ ଟ୍ରକକେଟ କିମ୍ବା ଜଙ୍ଗଲୀ ସୁନ୍ଦରୀ ସାପ ବୋଲି କୁହାଯାଇଛି । ଉଦ୍ଧାର ପରେ କୁଲଢିଆ ଅଭୟାରଣ୍ୟରେ ଛଡ଼ାଯାଇଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.