ଦଶମନ୍ତପୁର ମେଡିକାଲରେ ଅଜବ ମୃତ ଶିଶୁର ଜନ୍ମ, ଲୋକେ ଦେଖି ହୋଇଗଲେ ଆଶ୍ଚର୍ଯ୍ଯ

କୋରାପୁଟ: ଅଜବ ମୃତ ଶିଶୁର ଜନ୍ମ। ଦଶମନ୍ତପୁର ମେଡିକାଲରେ ଏକ ଅଜବ ଶିଶୁ ଜନ୍ମଗ୍ରହଣ କରିଥିବା ଜଣାପଡିଛି। କିନ୍ତୁ ଜନ୍ମରୁ ଶିଶୁଟିର ମୃତ୍ଯୁ ହୋଇଯାଇଥିଲା ।

ସୂଚନା ଅନୁଯାୟୀ, ଦଶମନ୍ତପୁର ବ୍ଲକ୍ ପିଣ୍ଡାପଦର ଗ୍ରାମର ଝିମି ତୁରୁକ ଓ ଜୁଲ୍ମେଜୟ ହିଆଲଙ୍କ ଦ୍ବିତୀୟ ଗର୍ଭରୁ ଏହି ଅଭ୍ଭୁତ ମୃତ ଶିଶୁଟିଏ ଜନ୍ମ ହୋଇଥିଲା । ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଏକ ଅଜବ ଗଢଣର ଶିଶୁଟିକୁ ଦେଖି ସଭିଏଁ ଆଶ୍ଚର୍ଯ୍ଯ ହୋଇଯାଇଥିବା ସହିତ ବିଭିନ୍ନ କଥା ଚର୍ଚ୍ଚା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.