ଗଣେଶ ମୂର୍ତ୍ତି ନେବା ବେଳେ ଅଘଟଣ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ରଙ୍କ ମୃତ୍ୟୁ

ଗଣେଶ ମୂର୍ତ୍ତି ନେବା ବେଳେ ଅଘଟଣ । ଗଶେଶ ପୂଜା ପାଇଁ ମୂର୍ତ୍ତି ନେବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ରଙ୍କ ମୃତ୍ୟୁ । କଟକ ନରାଜ ନିକଟରେ ଥିବା ଏକ ଘରାଇ ବିଶ୍ବବିଦ୍ୟାଳୟରେ ଅଘଟଣ ।

କଟକ (କେନ୍ୟୁଜ): ଗଣେଶ ମୂର୍ତ୍ତି ନେବା ବେଳେ ଅଘଟଣ । ଗଶେଶ ପୂଜା ପାଇଁ ମୂର୍ତ୍ତି ନେବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ରଙ୍କ ମୃତ୍ୟୁ । କଟକ ନରାଜ ନିକଟରେ ଥିବା ଏକ ଘରାଇ ବିଶ୍ବବିଦ୍ୟାଳୟରେ ଅଘଟଣ ।

ଗଶେଶ ପୂଜା ପାଇଁ ମୂର୍ତ୍ତି ନେବା ବେଳେ ୫ ଜଣ ଛାତ୍ର ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ମହାରାଷ୍ଟ୍ରର ଔରଙ୍ଗାବାଦ୍ ଜିଲ୍ଲାର ରୋହନ ଭଗବାନ ସାୱେଲ। ଆହତମାନଙ୍କୁ ଘରୋଇ ହସ୍ପିଟାଲରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି କଟକ ମେୟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.