ASO ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ, ୨୦୧୬ ପଲିସି ଅନୁଯାୟୀ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):ASO ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ୨୦୧୬ ପଲିସି ଅନୁଯାୟୀ ରେଜଲ୍ଟ ପ୍ରକାଶ କରିବାକୁ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି । ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ନେଇ ରୁଜୁ ହୋଇଥିଲା ମାମଲା । ଚୟନ ପ୍ରକ୍ରିୟାରୁ ବଞ୍ଚିତ ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ରୁଜୁ ହୋଇଥିଲା ଏକାଧିକ ମାମଲା । ଓପିଏସ୍‌ସି ଦ୍ୱାରା ନିକଟରେ ପ୍ରକାଶିତ ଏଏସ୍‌ଓ ପରୀକ୍ଷାର ଲିଖିତ ରେଜଲ୍ଟ । ୧୧ଶହ ୪ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଆଜିଠାରୁ ୧୮ ପର୍ଯ୍ୟନ୍ତ ରହିଛି ଡକ୍ୟୁମେଣ୍ଟ ଭେରିଫିକେସନ୍‌ । ୭୯୬ଟି ଏଏସ୍‌ଓ ପଦବୀ ପାଇଁ ଓପିଏସ୍‌ସି କରୁଛି ପରୀକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.