Below header

ପୁରୀ ତାଳବଣିଆ ଥାନା ହାଜତରେ ହାତ ଓ ବେକ କାଟିଲା ଅଭିଯୁକ୍ତ, ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ପୁରୀ : ପୁରୀ ତାଳବଣିଆ ଥାନା ହାଜତରେ ଅଭାବନୀୟ ଘଟଣା । ହାଜତ ଭିତରେ ହାତ ଓ ବେକ କାଟିଲା ଅଭିଯୁକ୍ତ । ଗୁରୁତର ଅଭିଯୁକ୍ତ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଡକାୟତି ମାମଲାରେ ଗିରଫ ହୋଇଥିଲା । ତେବେ ସେ ହାତ ଓ ବେକ କାଟିବାର କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.