Below header

ପୁଣିଥରେ ସୌମ୍ୟ-ଅନୁଭବ ମୁହାଁମୁହିଁ: ପାଣ୍ଡିଆନଙ୍କ ପ୍ରସଙ୍ଗରେ କଲେ ଟ୍ବିଟର ୱାର

ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅନୁଭବ ପଟ୍ଟନାୟକ। ଟୁଇଟରେ ଅନୁଭବଙ୍କ ପ୍ରତିକ୍ରିୟା। ସୌମ୍ୟବାବୁ ନିଜ ଖବରକାଗଜରେ ଯାହା ଲେଖିଛନ୍ତି ତାହାର ପ୍ରମାଣ ଦିଅନ୍ତୁ। 

ଭୁବନେଶ୍ବର(କେନ୍ୟୁଜ୍): ପୁଣିଥରେ ସୌମ୍ୟ-ଅନୁଭବ ମୁହାଁମୁହିଁ। ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଅନୁଭବ ପଟ୍ଟନାୟକ। ଟୁଇଟରେ ଅନୁଭବଙ୍କ ପ୍ରତିକ୍ରିୟା। ସୌମ୍ୟବାବୁ ନିଜ ଖବରକାଗଜରେ ଯାହା ଲେଖିଛନ୍ତି ତାହାର ପ୍ରମାଣ ଦିଅନ୍ତୁ।

ଯଦି ସତ୍ୟ ପ୍ରମାଣିତ କରିବେ ତାହାହେଲେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଛନ୍ତି ଅନୁଭବ। ଆଉ ଯଦି ପ୍ରମାଣ ନ ଦେଇ ପାରିବେ, ତାହାହେଲେ ଓଡ଼ିଶାବାସୀ ଜାଣିବେ ଆପଣ ଜଣେ ମିଛୁଆ। ସୌମ୍ୟ ପଟ୍ଟନାୟକ ଆଜି ତାଙ୍କ ଖବରକାଗଜରେ ଲେଖିଛନ୍ତି ଫାଇଭ ଟି ସଚିବ ଗୋଟିଏ ମିଟିଂରେ ଅନୁରୋଧ କରିଛନ୍ତି,ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.