Browsing Tag

soumya ranjan patanaik

ବିଜେଡିର କାର୍ଯ୍ୟାନୁଷ୍ଠାନ, ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ବିଜେଡି ବିରୁଦ୍ଧରେ ମନ୍ତବ୍ୟ ଦେବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭାରି ପଡିଛି । ଆଜି ଦଳ ପକ୍ଷରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଜେଡି ଉପସଭାପତି ପଦରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଆଜି ଦଳ ବିଦା କରିଛି। ଏନେଇ ବିଜେଡି ପକ୍ଷରୁ ବିଧିବଦ୍ଧ…

ସୌମ୍ୟ ବାବୁ ନବୀନ ବାବୁଙ୍କ ବିରୋଧରେ ନୁହଁ ସିଷ୍ଟମ ବିରୋଧରେ କହିଛନ୍ତି: ନିରଞ୍ଜନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):ଭାଇଙ୍କ ସପକ୍ଷରେ ବାହାରିଲେ ଭାଇ । ସୌମ୍ୟଙ୍କ ପାଇଁ ବାହାରିଲେ ଭାଇ ନିରଞ୍ଜନ ପଟ୍ଟନାୟକ। ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ନେତା ଟାର୍ଗେଟ କରିବା ପ୍ରସଙ୍ଗରେ ମନ୍ତବ୍ୟ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟନାୟକ। କହିଛନ୍ତି, ସୌମ୍ୟ ମୋ ଭାଇ । ମୁଁ ପିଲାବେଳୁ…

ଜଣକ ପରେ ଜଣେ କରୁଛନ୍ତି ଟାର୍ଗେଟ, ସୌମ୍ୟଙ୍କୁ କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅମର ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ବିଧାୟକ ଓ ମନ୍ତ୍ରୀଙ୍କ ପରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ବିଜେଡି ସାଂସଦ । ଆଜି କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, ସୌମ୍ୟ ପଟ୍ଟନାୟକ କଣ ଓ ତାଙ୍କ ଆଭିମୁଖ୍ୟ କଣ ସମସ୍ତେ ଜାଣିଛନ୍ତି। ସେ ଏଭଳି କଣ ପାଇଁ କରୁଛନ୍ତି ସେକଥା…

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି(କେନ୍ଯୁଜ୍): ବହୁ ଚର୍ଚ୍ଚିତ ପାରାଳାଖେମୁଣ୍ଡିର ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦାଖଲ କରିଛି । ଅଗଷ୍ଟ ୨୩ର ନିର୍ଦ୍ଦେଶ ପାଳନ କରି କ୍ରାଇମବ୍ରାଞ୍ଚ ଏସସିଏଫ ମୃତ୍ୟ ଘଟଣାର ତଦନ୍ତ ସଂପର୍କିତ…

ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା: ଜେରା ହେବେ ଡିଏଫଓ ଓ ଓଆଇସି, ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା

ଗଜପତି(କେନ୍ଯୁଜ୍): ପାରାଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଅଧିକ ଖୋଳତାଡ କରୁଛି ପୋଲିସ । ମାମଲାର ଗମ୍ଭୀରତା ଓ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଖୋଳତାଡ ଜାରି ରଖିଛି ଗଜପତି ପୋଲିସ । ସହାୟତା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ଏହି ମାମଲାରେ ଗଜପତି ଡିଏଫଓ…

୨ ଟି ଲୋକସଭା ଓ ୭ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠୁ ଛିଡା ହେବେ ସୌମ୍ୟରଂଜନ

୨ ଟି ଲୋକସଭା ଏବଂ ୭ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଏହି ଆସନ ଗୁଡିକ ପାଇଁ ଆଜି ପ୍ରାର୍ଥୀ ତାଲିକାରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ତେବେ ବାକି ଥିବା ୩ଟି ବିଧାନସଭା ଆସନ କେନ୍ଦ୍ରାପଡା,ଚମ୍ପୁଆ ଏବଂ ବାରିପଦା ପାଇଁ…

ନିର୍ବାଚନ ଆଗରୁ ସବୁ ନେତା ଜିତିବା କଥା କହିବେ : ସୌମ୍ୟରଂଜନ ପଟ୍ଟନାୟକ

କ୍ଷମତାକୁ ଆସିବ ବିଜେପି । ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟକୁ ନେଇ ବିଜେଡ଼ି ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ସୌମ୍ୟରଂଜନ କହିଛନ୍ତି, ଅମାନତ ହରାଉଥିବା ଦଳ ବିଜେପି । ନିର୍ବାଚନ ଆଗରୁ ସବୁ ନେତା ଜିତିବା କଥା କହିବେ। ତେଣୁ ଧର୍ମେନ୍ଦ୍ର ଏପରି କହୁଛନ୍ତି । ଲୋକଙ୍କୁ ଏପରି ନ…