୨ ଟି ଲୋକସଭା ଓ ୭ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠୁ ଛିଡା ହେବେ ସୌମ୍ୟରଂଜନ

୨ ଟି ଲୋକସଭା ଏବଂ ୭ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଏହି ଆସନ ଗୁଡିକ ପାଇଁ ଆଜି ପ୍ରାର୍ଥୀ ତାଲିକାରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ତେବେ ବାକି ଥିବା ୩ଟି ବିଧାନସଭା ଆସନ କେନ୍ଦ୍ରାପଡା,ଚମ୍ପୁଆ ଏବଂ ବାରିପଦା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଦଳ ।

ଲୋକସଭା ଆସନ:

କେନ୍ଦୁଝର: ଚନ୍ଦ୍ରାଣୀ ମୁର୍ମୁ

ଢେଙ୍କାନାଳ: ମହେଶ ସାହୁ

ବିଧାନସଭା ଆସନ:

ଭୁବନେଶ୍ୱର (ମଧ୍ୟ): ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର (ଉତ୍ତର): ସୁଶାନ୍ତ କୁମାର

ଖଣ୍ଡପଡା: ସୌମ୍ୟରଂଜନ ପଟ୍ଟନାୟକ

ଯାଜପୁର: ପ୍ରଣବ ପ୍ରକାଶ ଦାସ

କୋରେଇ: ଅଶୋକ ବଳ

ଆଠମଲ୍ଲିକ: ରମେଶ ସାଇ

ପାଲଲହଡା: ମୁକେଶ ପାଳ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.