ଯୁବକଙ୍କୁ ବନ ବିଭାଗ କର୍ମଚାରୀ ପିଟି ପିଟି ମାରି ଦେଇଥିବା ଅଭିଯୋଗ, କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ

ମୟୂରଭଞ୍ଜ : ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିରୋଧ । ଯୁବକଙ୍କୁ ବନ ବିଭାଗ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ କପ୍ତିପଦା ରେଞ୍ଜ ପୋଡାଡିହା ବନ କର୍ମଚାରୀଙ୍କ ନାଁରେ ଏପରି ଅଭିଯୋଗ ଆସିଛି ।

ମୃତକ ହେଉଛନ୍ତି ଗଜେନ୍ଦ୍ର ନାଏକ । କଟକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୧୦ ତାରିଖରେ ଜଙ୍ଗଲକୁ ଯାଇଥିବା ବେଳେ ୩ଦିନ ଧରି ନିଖୋଜ ଥିଲେ । ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ପାଇନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.