Browsing Tag

murder news

କରେଣ୍ଟ ଲଗାଇ ସ୍ୱାମୀର ହତ୍ୟା କଲା ସ୍ତ୍ରୀ, ଦୁଇ ଦିନ ଘରେ ରଖିଲା ଶବ

ଆଗ୍ରାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କରେଣ୍ଟ ଲଗାଇ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ଶବକୁ ଦୁଇ ଦିନ ଘରେ ବନ୍ଦ କରି ରଖିଥିଲେ । ଘରୁ ପଚା ଗନ୍ଧ ବାହାରିବା ପରେ ସେ ନିଜେ ଥାନାରେ ପହଞ୍ଚି ହତ୍ୟା ବିଷୟରେ ପୋଲିସକୁ…

ନୃଶଂସତାର ସବୁ ସୀମା ପାର କଲା ବାପା, ଝିଅର ମୁଣ୍ଡ କାଟି କଲା ହତ୍ୟା

ରାଗ ବ୍ରହ୍ମ ଚଣ୍ଡାଳ । ବେଳେବେଳେ ରାଗ ହିଁ ସବୁକିଛି ଶେଷ କରିଦିଏ । ରାଗ ବଢ଼ିଗଲେ ପର ଆପଣା ସବୁ ଭୁଲିଯାଏ ମଣିଷ । ତେବେ ରାଗରେ ନିଜ ନିଜର ସମ୍ପର୍କୀୟଙ୍କୁ ମାରିବାକୁ ପଛାନ୍ତିନି କିଛି ଲୋକ । ତେବେ ଏହି ରାଗରେ ଜଣେ ବ୍ୟକ୍ତି ନିଜ ଝିଅକୁ ମାରିବାକୁ ପଛାଇ ନାହିଁ । କେବଳ ହତ୍ୟା କରିଛି ତାହା…

ଜେଲ୍‌ରୁ ବାହାରିବେ ସିରିଏଲ୍‌ କିଲର ଚାର୍ଲ୍ସ ଶୋଭରାଜ! ୧୯ ବର୍ଷ ଧରି ନେପାଳର ଜେଲ୍‌ରେ ଅଛନ୍ତି ବନ୍ଦୀ

ନେପାଳର ସୁପ୍ରିମକୋର୍ଟ ଫ୍ରାନ୍ସର ସିରିଏଲ କିଲର ଚାର୍ଲ୍ସ ଶୋଭରାଜଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ଶୋଭରାଜଙ୍କ ବୟସ ଆଧାରରେ ତାଙ୍କୁ ମୁକ୍ତ କରାଯାଇଛି। ସେ ହତ୍ୟା ଅଭିଯୋଗରେ ୨୦୦୩ ମସିହାରୁ ନେପାଳର ଜେଲରେ ବନ୍ଦୀ ଅଛନ୍ତି। ମୁକ୍ତ ହେବାର ୧୫ ଦିନ ଭିତରେ କୋର୍ଟ ତାଙ୍କର ନିର୍ବାସନର…

ମହାରାଷ୍ଟ୍ର: ଜେଲ୍‌ରୁ ବାହାରି ଜ୍ୱାଇଁ ନିଜ ଶାଶୁକୁ କଲା ବିଭତ୍ସ ହତ୍ୟା, ଗୁପ୍ତାଙ୍ଗରେ ପୂରାଇ ଦେଲା ବାଉଁଶ; କାରଣ…

ମୁମ୍ବାଇର ଭିଲେ ପାର୍ଲେରୁ ଆଶ୍ଚର୍ଯ୍ୟ କରି ଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଘଟଣାରୁ ଜଣାପଡ଼ିଛି କି, ଏଠାରେ ଜଣେ ଜ୍ୱାଇଁ ନିଜ ଶାଶୁଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ବାଉଁଶ ପୂରାଇ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଜ୍ୱାଇଁଙ୍କୁ ୧୪ ସେପ୍ଟେମ୍ବର…

ସାନଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବଡ଼ଭଉଣୀର ଆତ୍ମହତ୍ୟା

ବାଂଶପାଳ(କେନ୍ଯୁଜ୍) : ସାନଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ବଡ଼ଭଉଣୀର ଆତ୍ମହତ୍ୟା।  ଫ୍ୟାନ୍‌ ହୁକ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛି ବଡ଼ଭଉଣୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ। ତେବେ ଏଯାଏ ହତ୍ୟାର ପ୍ରକୃତ…

ନିର୍ଗୁଣ୍ଡି ଟୋଲଗେଟ୍‌ ନିକଟରେ ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା

ଚୌଦ୍ୱାର(କେନ୍ଯୁଜ୍): ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା । ଗତକାଲି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନିର୍ଗୁଣ୍ଡି ଟୋଲଗେଟ୍‌ ନିକଟରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ହେଲେ ଚୌଦ୍ୱାର ଅଞ୍ଚଳର ଅଶୋକ ମହାନ୍ତି । ସେ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି । ଏକ…

ସ୍ତ୍ରୀ ଫେରାର୍‌ ହୋଇଗଲେ ଅନ୍ୟ ପୁରୁଷ ସହ, ସ୍ୱାମୀ ପାଲଟିଗଲେ ସିରିୟଲ୍‌ କିଲର, ୧୮ରୁ ଅଧିକ ମହିଳାଙ୍କୁ କରିଛନ୍ତି…

ହାଇଦ୍ରାବାଦ ପୋଲିସ ଜଣେ ସିରିୟଲ୍‌ କିଲରଙ୍କୁ ଗିରଫ କରିଛି। ୪୫ ବର୍ଷର ଏହି ଅଭିଯୁକ୍ତ ୧୮ଜଣ ମହିଳାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ରହିଥିଲା। ଏଥିସହ ତାଙ୍କର ଅନେକ ଅପରାଧୀଙ୍କ ସହିତ ସମ୍ପର୍କ ମଧ୍ୟ ଥିଲା। ଅଭିଯୁକ୍ତ ଜଣକ ପଥର କାଟିବା କାମ କରନ୍ତି। ପୋଲିସ ଟାସ୍କ ଫୋର୍ସ ତାଙ୍କୁ ୨୧ଟି…

କୋରାପୁଟରେ ଯୁବ ବ୍ୟବସାୟୀକୁ ହତ୍ୟା, କିଏ ଓ କାହିଁକି ହତ୍ୟା କରିଛି କାରଣ ଅସ୍ପଷ୍ଟ

କୋରାପୁଟ (କେନ୍ୟୁଜ) : ଯୁବ ବ୍ୟବସାୟୀକୁ ହତ୍ୟାଙ୍କୁ ହତ୍ୟା ସନ୍ଦେହ। ଗ୍ରାମର ଗଣେଶ ମନ୍ଦିର ନିକଟରୁ ଶବ ଉଦ୍ଧାର କରାଯାଇଛି। ମୃତକର ବେକରେ କଳା ଦାଗ ରହିଥିବାରୁ ରସି କିମ୍ବା ତାର ଲଗାଇ ଗଳା ଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି। ଶବକୁ ଜବତ କରି ପଟାଙ୍ଗି…

ଯୁବକଙ୍କୁ ବନ ବିଭାଗ କର୍ମଚାରୀ ପିଟି ପିଟି ମାରି ଦେଇଥିବା ଅଭିଯୋଗ, କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ

ମୟୂରଭଞ୍ଜ : ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିରୋଧ । ଯୁବକଙ୍କୁ ବନ ବିଭାଗ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ କପ୍ତିପଦା ରେଞ୍ଜ ପୋଡାଡିହା ବନ କର୍ମଚାରୀଙ୍କ ନାଁରେ ଏପରି ଅଭିଯୋଗ ଆସିଛି । ମୃତକ ହେଉଛନ୍ତି ଗଜେନ୍ଦ୍ର ନାଏକ । କଟକ ଡାକ୍ତରଖାନାରେ…

କୁଚିଣ୍ଡାରେ ଡବଲ୍ ମର୍ଡର: ବଡ଼ ଭାଇ ଓ ପୁତୁରାକୁ ହତ୍ଯା କଲା ସାନ ଭାଇ, ଦୁଇ ଦିନ ପରେ ମୁମୂର୍ଷୁ ଅବସ୍ଥାରେ ଭାଉଜ…

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଳଡିହି ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ଅଭାବନୀୟ ଘଟଣା । ସାନ ଭାଇର ଆକ୍ରମଣରେ ବଡ଼ ଭାଇ ଓ ପୁତୁରାଙ୍କର ମୃତ୍ୟୁ ହେବା ସହ ଭାଉଜ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା…

ପାରିବାରିକ କଳହ ନେଲା ଉଗ୍ର ରୂପ: ପୁଅର ଟାଙ୍ଗିଆ ଚୋଟରେ ଗଲା ବାପାର ଜୀବନ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ପେଜପାଣି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗ୍ରାମର ଦୁର୍ମୁନ ଶବର l ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି l ପୋଲିସର ସୂଚନା ଅନୁଯାୟୀ, ଦୁର୍ମୁନ…

ପୂର୍ବ ଶତ୍ରୁତାକୁ ନେଇ ଧର୍ମଶାଳାରେ ମହିଳାଙ୍କୁ ବୀଭତ୍ସ ହତ୍ୟା, ସ୍ବାମୀ ଓ ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳାରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଧର୍ମଶାଳା ଥାନା ମିର୍ଜାପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁର୍ବୁତ୍ତଙ୍କ ଆକ୍ରମଣରେ ମାଆର ମୃତ୍ଯୁ ହୋଇଥିବା ବେଳେ ବାପା ଓ ଝିଅ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ…