Below header

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ଇନଫୋସିଟି ଥାନାରେ ଗର୍ଲଫ୍ରେଣ୍ଡ ମନଜିତ୍ ଟେଟେଙ୍କୁ ଜେରା

ଭୁବନେଶ୍ୱର (କେନ୍ୟୁଜ): ଆନନ୍ଦ ଟପ୍ପୋ ରହସ୍ୟଜନକ ମୃତ୍ୟୁ ମାମଲା । ଇନଫୋସିଟି ଥାନାରେ ହାଜର ହେଲେ ଆନନ୍ଦଙ୍କ ଗର୍ଲଫ୍ରେଣ୍ଡ ମନଜିତ୍ ଟେଟେ । ପୂର୍ବାହ୍ନ ୧୦ଟା ୪୫ରେ ଥାନରେ ହାଜର ହେଲେ ମନଜିତ୍ । ବାପାଙ୍କ ସହ ଥାନାରେ ହାଜର ହେଲେ ମନଜିତ୍ । ମନଜିତ୍ ଙ୍କୁ ଜେରା କରୁଛନ୍ତି ଭୁବନେଶ୍ଵର ଆଡିସନଲ ଡିସିପି ପ୍ରକାଶ ଚନ୍ଦ୍ର ପାଲ ଓ ଜୋନ-୬ ଏସିପି ରମେଶ ଚନ୍ଦ୍ର ବିଷୋୟୀ ।

ସୂଚନା ଥାଉକି, ଆନନ୍ଦଙ୍କ ମୃତ୍ୟୁ ସମୟରେ ଉକ୍ତ ରୁମରେ ଉପସ୍ଥିତ ଥିଲେ ମନଜିତ୍ । ପ୍ରାୟ ଦେଢ଼ ବର୍ଷ ହେଲା ଆନନ୍ଦଙ୍କ ସହ ଲିଭ୍ ଇନରେ ଥିଲେ ମନଜିତ୍ । ତେଣୁ ଆନନ୍ଦଙ୍କ ମୃତ୍ୟୁର କାରଣ ଜାଣିବା ନେଇ ମନଜିତ୍ ଙ୍କୁ ଜେରା କରୁଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.