ଆଜି ପୁଣି ବଡ ସଂଖ୍ୟାର ଆକ୍ରାନ୍ତ ଚିହ୍ନଟ, ୧୪୩୪ ନୂଆ ପଜିଟିଭ୍ କେସ୍

କେନ୍ୟୁଜ୍(ବ୍ୟୁରୋ):  ଆଜି  ପୁଣି ୧୪ ଶହ ପାରକଲା  କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଛନ୍ତି ୧୪୩୪ ନୂଆ ଆକ୍ରାନ୍ତ। ଏଥିରୁ  କ୍ବାରେଣ୍ଟାଇନ କେସ୍ ରହିଛି ୮୮୯, ଲୋକାଲ କେସ୍ ରହିଛି ୫୪୫। ଆକ୍ରାନ୍ତ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୯, ବାଲେଶ୍ବର ୧୨, ବରଗଡର ୫, ଭଦ୍ରକର ୨୫, ବୌଦ୍ଧ ୫, କଟକର ୧୨୩, ଦେବଗଡ ୨, ଢେଙ୍କାନାଳ ୧୩,  ଗଜପତି ୯୧, ଗଞ୍ଜାମ ୩୨୦,ଜଗତସିଂହପୁର ୧୩, ଯାଜପୁର ୫୭, ଝାରସୁଗୁଡା ୬, କଳାହାଣ୍ଡି ୧୮, କନ୍ଧମାଳ ୪୪, କେନ୍ଦ୍ରାପଡା ୨୨, କେନ୍ଦୁଝର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ସେହଭଳି ଖୋର୍ଦ୍ଧା ୨୧୮, କେରାପୁଟ ୧୨, ମାଲକାନଗିରି ୨୪, ମୟୂରଭଞ୍ଜରୁ ୧, ନବରଙ୍ଗପୁରରୁ ୨, ନୟାଗଡର ୮, ନୂଆପଡା ୭, ପୁରୀ ୬୫, ରାୟଗଡାରୁ ୧୯୭, ସମ୍ବଲପୁରରୁ ୫୧, ସୋନପୁରରୁ ୬, ସୁନ୍ଦରଗଡରୁ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହି ଆକ୍ରାନ୍ତମାନଙ୍କୁ ମିଶାଇ ରାଜ୍ୟରେ ପଭିଟିଭ କେସ୍ ୩୪୯୧୩ରେ ପହଞ୍ଚିଛି। ଆକ୍ଟିଭ କେସ୍ ରହିଛି ୧୩୪୦୪ ଓ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.