Below header

ଅନୁଗୁଳର ୫୧ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆଉ ୩୦୪ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ଆଉ ୩୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ଆଜି ସୁସ୍ଥଙ୍କ ମଧ୍ୟରେ ଅନୁଗୁଳର ୫୧, ଖୋର୍ଦ୍ଧାର ୩୬, ସୁନ୍ଦରଗଡର ୩୦, କଟକର ୨୭, ମୟୂରଭଞ୍ଜର ୨୧,ପୁରୀର ୨୧, ବରଗଡର ୧୫, ନୂଆପଡାର ୧୪, ବାଲେଶ୍ବରର ୧୧, ଜଗତସିଂହପୁରର ୧୧, ମମ୍ବଲପୁରର ୧୦ ଜଣ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।


ସେହିପରି ଗଞ୍ଜାମର ୮, ଝାରସୁଗୁଡାର ୭, କଳାହାଣ୍ଡିର ୭, କେନ୍ଦ୍ରାପଡା ୭, ଭଦ୍ରକର ୫, ଗଜପତିର ୫, କେନ୍ଦୁଝରର ୩,କୋରାପୁଟର ୩, ନବରଙ୍ଗପୁରର ୨, ଦେବଗଡର ୧, ଯାଜପୁରର ୧,ନୟାଗଡର୧, ଷ୍ଟେଟପୁଲର ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ  ଯୋଗେ ସୂଚନା ଦେଇଛି  ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କୁ ମିଶାଇ  ରାଜ୍ୟରେ ସୁସ୍ଥ ସଂଖ୍ୟା ୩୨୨୬୪୮ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.