ଆଜି ରାଜ୍ୟରେ ଆଉ ୩୮୯ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ଆଉ ୩୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ଆକ୍ରାନ୍ତା ମାନଙ୍କ ମଧ୍ୟରୁ ସୁନ୍ଦରଗଡର ୪୨, ଖୋର୍ଦ୍ଧାର ୩୯, କଟକର ୩୫,ମୟୂରଭଞ୍ଜର ୨୮, ଅନୁଗୁଳର ୨୪,ବରଗଡର ୨୧,ବଲାଙ୍ଗିରର ୧୮, କଳାହାଣ୍ଡିର ୧୮, କେନ୍ଦୁଝରର ୧୮, କେନ୍ଦ୍ରାପଡାର ୧୭, ନୂଆପଡାର ୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ପୁରୀର ୧୪, ସମ୍ବଲପୁରର ୧୨, ଜଗତସିଂହପୁରର ୧୧, ଭଦ୍ରକର ୧୦, ବାଲେଶ୍ବରର ୯, ଯାଜପୁରର ୭, ଝାରସୂଗୁଡାର ୭, ଦେବଗଡର ୫, କୋରାପୁଟର ୫, ନୟାଗଡର ୪, ରାୟଗଡାର ୪, ଗଞ୍ଜାମର ୩, ଢେଙ୍କାନାଳର ୨,ଷ୍ଟେଟପୁଲର ୧୫, କନ୍ଧମାଳ,ମାଲକାନଗିରି,ନବରଙ୍ଗପୁର ଓ ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥଙ୍କୁ ମିଶାଇ ୩୧୯୪୫୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.