କଟକ ଏସଡିଜେଏମଙ୍କ କୋର୍ଟରେ ବର୍ଷା-ଅନୁଭବ ବିବାଦ ମାମଲାର ଶୁଣାଣି

କଟକ(କେନ୍ୟୁଜ୍‌): କଟକ ଏସଡିଜେଏମଙ୍କ କୋର୍ଟରେ ବର୍ଷା-ଅନୁଭବ ବିବାଦ ମାମଲାର ଶୁଣାଣି । ଅନୁଭବଙ୍କ ଦ୍ୱାରା ଆଗତ ଦୁଇଟି ପିଟିସନର ଶୁଣାଣି ହୋଇଛି । ସେଥିରୁ ବର୍ଷାଙ୍କ ରୋଜଗାର ସମ୍ପର୍କିତ ତଥ୍ୟ କୋର୍ଟରେ ରଖିବାକୁ ଏକ ମାମଲା ଓ ଅନ୍ୟଟି ବର୍ଷାଙ୍କୁ ଘରୁ ଉଛେଦ ପାଇଁ ପିଟିସନ । ଉଭୟ ପିଟିସନର ଶୁଣାଣି ସରିଥିବା ବେଳେ ପରବର୍ତ୍ତୀ ସମୟରେ ନିର୍ଦ୍ଦେଶନାମା ଦେବେ କଟକ ଏସଡ଼ିଜେଏମ କୋର୍ଟ ।

ଅନୁଭବଙ୍କ ଉପସ୍ଥିତିରେ ମାମଲାର ଶୁଣାଣି ହୋଇଛି । ତେବେ ଗଣମାଧ୍ୟମ ଆଗରେ ଅନୁଭବ ପ୍ରତିକ୍ରିୟା ରଖିନାହାନ୍ତି । କୋର୍ଟ ସମ୍ମୁଖରେ ଗହଳି ଯୋଗୁଁ ବର୍ଷା ହାଜର ହୋଇ ପାରୁନ ଥିବା ତାଙ୍କ ଓକିଲ ଦର୍ଶାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.