୩୧ ଓ ୧ ତାରିଖ ଦୁଇଦିନ ପାଇଁ ଧବଳେଶ୍ୱରରେ ୧୪୪ ଧାରା ଲାଗୁ ,ଭକ୍ତଙ୍କୁ ପୀଠକୁ ନଆସିବାକୁ ନିବେଦନ

ଆଠଗଡ଼(କେନ୍ୟୁଜ୍):  ଆଠଗଡ ଧବଳେଶ୍ୱରରେ ୧୪୪ ଧାରା। ନୂଆବର୍ଷରେ ଜନସମାଗମକୁ ଦୃଷ୍ଟିରେ ରଖି ୩୧ ଓ ୧ ତାରିଖ ଦୁଇଦିନ ଧରି ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି କରିଛି ଆଠଗଡ଼ ପ୍ରଶାସନ । ପୂର୍ବପରି ପୂଜକ ସମିତି ପକ୍ଷରୁ ସମସ୍ତ ପ୍ରକାର ରୀତିନୀତି ଚାଲୁ ରହିବ। ଭକ୍ତଙ୍କୁ ପୀଠକୁ ନଆସିବା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଏନେଇ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.