ପୁଣି ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଲେ ବାବୁସାନ: କହିଲେ ପତ୍ନୀ ତୃପ୍ତିଙ୍କ ସହ ପାଳିବି ଜନ୍ମଦିନ

କେନ୍ୟୁଜ୍(ବ୍ୟୁରୋ): ପୁଣି ଗଣମାଧ୍ୟମ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଲେ ବାବୁସାନ ମହାନ୍ତି । କହିଲେ, ଆସନ୍ତାକାଲି ମୋ ଜନ୍ମଦିନ । ମୋ ପରିବାର ସାଥିରେ ବାର୍ଥ ଡେ ସେଲିବ୍ରେଟ୍‌ କରିବି । ମୋ ପତ୍ନୀ ଓ ପୁଅ ସହ ଜନ୍ମଦିନ ପାଳିବି ବୋଲି କହିଛନ୍ତି ବାବୁସାନ୍‌ । କାଲି ପତ୍ନୀ ଓ ପୁଅଙ୍କ ପାଖକୁ ଯିବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.