Below header

HCର ସ୍ଥାୟୀ ବେଞ୍ଚ ଓ ବାଇପାସ ରାସ୍ତା ନିର୍ମାଣ ଦାବିରେ ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨ ଦିନିଆ ବନ୍ଦ ଡାକରା

ଦୁଇ ଦିନିଆ ବଲାଙ୍ଗିର ବନ୍ଦ। ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ କାମର ତ୍ୱରାନ୍ଵିତ ଓ ବାଇପାସ୍‌ ରାସ୍ତା ତିଆରି ଆଦି ୩ଦଫା ଦାବିରେ ଏହି ଦୁଇ ଦିନିଆ ବନ୍ଦ ଡାକରା ଦେଇଛି ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି। ବଲାଙ୍ଗିର ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ୍‌, ବ୍ୟାଙ୍କ୍‌ ଓ ବୀମା କାର୍ଯ୍ୟାଳୟ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛନ୍ତି। ବନ୍ଦ ଡାକରାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମର୍ଥନ କରାଯାଉଛି। ବନ୍ଦର ପ୍ରଭାବ କିପରି ରହିଛି ଓ ଆନ୍ଦୋଳନକାରୀଙ୍କ କଣ ଦାବି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.