Below header

ଭିଜିଲାନ୍ସ ଜାଲରେ ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡା, ୨ ଲକ୍ଷ ୫୬ ହଜାର ୫୦୫ ଟଙ୍କାର ହିସାବ ଦେଲେ ନାହିଁ

ମୟୁରଭଞ୍ଜ(କେନ୍ୟୁଜ୍):  ଭିଜିଲାନ୍ସ ଜାଲରେ ତହସିଲଦାର। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡା। ଯାଞ୍ଚ ବେଳେ ୨ ଲକ୍ଷ ୫୬ ହଜାର ୫୦୫ ଟଙ୍କା ଜବତ କରିଛି ଭିଜିଲାନ୍ସ। ଏତେ ଟଙ୍କା କେଉଁଠୁ କାହିଁକି ଆଣିଥିଲେ ତାର ଉତ୍ତର ଦେଈ ନାହାନ୍ତି ତହସିଲଦାର। ବାଙ୍ଗିରିପୋଷିରୁ ବାଲେଶ୍ଵର ଯାଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ। ତହସିଲଦାରଙ୍କ ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.