ସାତମାସର ବକେୟା ଦରମା ଦାବି, ଧାରଣାରେ ଭଞ୍ଜନଗର OSRTC ୟୁନିଟର ଶତାଧିକ କର୍ମଚାରୀ

ଗଞ୍ଜାମ (କେନ୍ୟୁଜ୍) : ସାତମାସର ବକେୟା ଦରମା ଦାବିରେ ଧାରଣାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର OSRTC ୟୁନିଟର ଶତାଧିକ କର୍ମଚାରୀ । ଫଳରେ ଚାରିଦିନ ଧରି ବସ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କର୍ମଚାରୀ ଧାରଣାରେ ଥିବାରୁ ଅଚଳାବସ୍ଥା ଲାଗିରହିଛି । ସେପଟେ ଭଞ୍ଜନଗର OSRTC ୟୁନିଟକୁ ଉଠାଇନେବାକୁ ବିଭାଗୀୟ ଅଧିକାରୀ ମାନେ ଯୋଜନା କରୁଥିବା କର୍ମଚାରୀ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.