ବିଜେବି କଲେଜ +୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗକୁ ଭୁବନେଶ୍ୱର ଡିିସିପିଙ୍କ ଖଣ୍ଡନ

ଭୁବନେଶ୍ୱର(କେନ୍ୟୁଜ୍): ବିଜେବି କଲେଜ +୨ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗକୁ ଭୁବନେଶ୍ୱର ଡିିସିପିଙ୍କ ଖଣ୍ଡନ । ଅଭିଯୋଗକାରୀ ବାଣିଜ୍ୟ ବିଭାଗର ରୁଦ୍ରନାରାୟଣ ପାତ୍ର ହଷ୍ଟେଲରେ ରୁହନ୍ତି ନାହିଁ ବୋଲି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ଗତ ୬ ତାରିଖର ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିବା କୁହାଯାଇଛି । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ଏପଟେ ଘଟଣାର ଆପୋଷ ବୁଝାମଣା ହୋଇଥିବା ଆମ୍ବେଦକର ଛାତ୍ରାବାସର କତ୍ତୃପକ୍ଷ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.