Below header

ଆଜି ଭୁବନେଶ୍ୱରରୁ ୧୦୦୧ ଜଣ ନୂଆ ପଜିଟିଭ ଚିନ୍ହଟ, ୧୧୫୩ ଜଣ ହେଲେ ସୁସ୍ଥ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୦୧ ଜଣ ନୂଆ ପଜିଟିଭ ଚିନ୍ହଟ ହୋଇଛନ୍ତି । ଯେବେକି ସୁସ୍ଥ ହୋଇଛନ୍ତି ୧୧୫୩ ଜଣ । ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂଖ୍ୟା ୭୪ ହଜାର ୯୭୩ ଛୁଇଁଥିବା ବେଳେ ସୁସ୍ଥ ସଂଖ୍ୟା ୬୩ ହଜାର ୧୨୯ ରେ ପହଂଚିଛି । ଏଯାବତ ରାଜଧାନୀରୁ

୩୩୫ ଜଣଙ୍କ ଜୀବନ ନେଇଛି କରୋନା । ବର୍ତ୍ତମାନ ସମୟରେ ୧୧ ହଜାର ୪୮୮ ଟି ଆକ୍ଟିଭ କେଶ ରହିଥିବା ସୂଚନା ମିଳିଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୨୧୦ ଜଣ କ୍ଵାରେ ଣ୍ଟୀନରୁ ଥିବା ବେଳେ ୨୧୦ ଜଣ କଣ୍ଟକଟ ଟ୍ରେସିଙ୍ଗରୁ ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.