ସାପ ଧରି ଲିମ୍କା ବୁକ୍ ଅଫ୍ ରେକର୍ଡସ୍ରେ ବିପ୍ଳବ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୮ ହଜାରରୁ ଅଧିକ ସାପ ଉଦ୍ଧାର କରି ସାରିଲେଣି। ବିପ୍ଳବ ସାପ ଧରୁ ଧରୁ ଏହା ରେକର୍ଡରେ ପରିଣତ ହୋଇ ଯାଇଛି। ତାଙ୍କ କାର୍ଯ୍ୟ ଲିମ୍କା ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି। ସେ ବ୍ରାଭୋ ଇଣ୍ଟରନେସନାଲ ବୁକ୍ ଅଫ୍ ଓ୍ଵାଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି।