କୋରାପୁଟରେ ପକ୍ଷୀ ଗଣନା ଆରମ୍ଭ, ୨୩ଟି ସ୍ଥାନରେ ଚାଲିଛି ଗଣନା କାର୍ଯ୍ୟ

କୋରାପୁଟରେ ପକ୍ଷୀ ଗଣନା । କୋରାପୁଟ ବନଖଣ୍ଡରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୬ଟି ରେଞ୍ଜର ୨୩ଟି ସ୍ଥାନରେ ଚାଲିଛି ଗଣନା କାର୍ଯ୍ୟ ।

କୋରାପୁଟ (କେନ୍ୟୁଜ୍‌ ଓଡ଼ିଶା): କୋରାପୁଟରେ ପକ୍ଷୀ ଗଣନା । କୋରାପୁଟ ବନଖଣ୍ଡରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୬ଟି ରେଞ୍ଜର ୨୩ଟି ସ୍ଥାନରେ ଚାଲିଛି ଗଣନା କାର୍ଯ୍ୟ । ବାଘରା, ଡଙ୍ଗରମାଳିଗୁଡ଼ା, ରାଣିଗଡ଼, ଦାମନଯୋଡ଼ି ରେଡମଡ ପଣ୍ଡ, କୋଲାବ, କେଚଲା, ନାରାୟଣପାଟଣା, ଦଶମନ୍ତପୁର ସମେତ ୨୩ଟି ସ୍ଥାନରେ ପକ୍ଷୀ ଗଣନା କରାଯାଉଛି । ପ୍ରତି ଟିମରେ ରହିଛନ୍ତି ପକ୍ଷୀ ବିଶାରଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.