ବିଜେଡିର ୩୩ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଜାଣନ୍ତୁ କେଉଁଠି କିଏ?
ଭୁବନେଶ୍ବର: ବିଜେଡିର ୩୩ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା । ଏଥିରେ ୧୪ ନୂଆ ମୁହଁ ସ୍ଥାନ ପାଇଛନ୍ତି । ଜାଣନ୍ତୁ କେଉଁଠି କିଏ ହେଲେ ଜିଲ୍ଲା ସଭାପତି।
ଭୁବନେଶ୍ୱର – ଅନନ୍ତ ନାରାୟଣ ଜେନା,
କଟକ – ଦେବାଶିଷ ସାମନ୍ତରାୟ,
ଅନୁଗୁଳ – ମହେନ୍ଦ୍ର ବସ୍ତିଆ,
ବାଲେଶ୍ୱର – ରବୀନ୍ଦ୍ର ଜେନା,
ବରଗଡ଼ – ବିଜୟ ରଂଜନ ସିଂ ବରିହା
ଭଦ୍ରକ – ଜଗନ୍ନାଥ ସ୍ୱାଇଁ,
ବଲାଙ୍ଗୀର – ଟୁକୁନି ସାହୁ
ବୌଦ୍ଧ – ମହୀଧର ରଣା
ଦେବଗଡ଼ – ରୋମାଞ୍ଚ ରଂଜନ ବିଶ୍ୱାଳ,
ଢେଙ୍କାନାଳ – ପ୍ରଫୁଲ୍ଲ ମଲ୍ଲିକ,
ଗଜପତି – ପ୍ରଦୀପ ନାୟକ
ଗଂଜାମ – ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଜଗତସିଂହପୁର – ପ୍ରଶାନ୍ତ ମୁଦୁଲି ସଭାପତି
ଯାଜପୁର – ସରୋଜ ମହାପାତ୍ର
ଝାରସୁଗୁଡ଼ା – କିଶୋର ମହାନ୍ତି
କଳାହାଣ୍ଡି – ପୁଷ୍ପେନ୍ଦ୍ର ସିଂହଦେଓ
କନ୍ଧମାଳ – ସରୋଜ କୁମାର କର୍ଣ୍ଣ
କେନ୍ଦ୍ରାପଡ଼ା – ଉତ୍କଳ କେଶରୀ ପରିଡ଼ା
କେନ୍ଦୁଝର – ମାଧବ ସର୍ଦ୍ଦାର
ଖୋର୍ଦ୍ଧା – ବିଭୂତି ବଳବନ୍ତରାୟ
କୋରାପୁଟ – ଈଶ୍ୱର ପାଣିଗ୍ରାହୀ
ମାଲକାନଗିରି – ପୂର୍ଣ୍ଣଚନ୍ଦ୍ର ବାକା
ମୟୂରଭଞ୍ଜ – ସୁଦାମ ମାରାଣ୍ଡି
ମୟୂରଭଂଜ ସଦର – କାଶୀନାଥ ହେଂବ୍ରମ
ନବରଙ୍ଗପୁର – ରମେଶ ଚନ୍ଦ୍ର ମାଝୀ
ନୟାଗଡ଼ – ରମେଶ ବେହେରା
ନୂଆପଡ଼ା – ମନୋଜ ମିଶ୍ର
ପୁରୀ – ମହେଶ୍ୱର ମହାନ୍ତି
ରାୟଗଡ଼ା – ସୁଧୀର ଦାସ
ରାଉରକେଲା – ସାରଦା ନାୟକ
ସମ୍ବଲପୁର – ସିଦ୍ଧାର୍ଥ ଦାସ
ସୁବର୍ଣ୍ଣପୁର – ସରୋଜ କମ୍ପ
ସୁନ୍ଦରଗଡ଼ – ବିନୟ ଟପ୍ପୋ