ବିଏମସି ପିଛା ଛାଡୁନି କଣ୍ଟେନମେଣ୍ଟ: ଆଜି ପୁଣି ୭ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍):  ବିଏମସି ପିଛା ଛାଡୁନି କଣ୍ଟେନମେଣ୍ଟ। ଆଜି ପୁଣି ୭ଟି ସ୍ଥାନ ଚିହ୍ନଟ। ଭୁବନେଶ୍ୱର ଦକ୍ଷିଣ ପୂର୍ବ ଜୋନରେ ଆଜି ଆଉ ୭ ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି। ଏକାଧିକ ପଜିଟିଭ୍ ଚିହ୍ନଟ ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ସଂକ୍ରମିତ ମାନେ ହୋମ୍ ଆଇସୋଲେସନରେ ଥିବା ବେଳେ ଆବଶ୍ୟକତା ଅନୁଯାୟୀ କୋଭିଡ ହସ୍ପିଟାଲକୁ ପଠାଯାଉଛି। ଏହାସହ ଏନଫୋର୍ସମେଣ୍ଟ ଟିମ୍ ସଂଖ୍ୟା ବଢାଇବା ସହ ଆଜି ରବିବାର ହେତୁ ଜନଗହଳିପୂର୍ଣ୍ଣ ସ୍ଥାନ ପାର୍କ ଓ ମଠ ମନ୍ଦିର ଆଦି ସ୍ଥାନରେ ଚଢାଉ କରାଯିବ ବୋଲି ଜୋନାଲ୍ ଡେପୁଟି କମିଶନର କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.