Below header

ୟୁନିଟ-୨ ମାର୍କେଟ ବିଲ୍‌ଡିଂର ଫ୍ୟାସନ୍‌ ସିଟି ସୋରୁମକୁ ସିଲ୍‌ କଲା ବିଏମସି

ଭୁବନେଶ୍ଵର(କେନ୍ୟୁଜ ବ୍ୟୁରୋ): ସିଲ୍‌ ହେଲା ଫ୍ୟାସନ୍‌ ସିଟି ସୋରୁମ । ୟୁନିଟ-୨ ମାର୍କେଟ ବିଲ୍‌ଡିଂରେ ଥିବା ଫ୍ୟାସନ୍‌ ସିଟି ସୋରୁମକୁ ସିଲ୍‌ କରିଛି ବିଏମସି । କୋଭିଡ୍‌ ନିୟମ ଅନୁପାଳନ ନକରି ସୋରୁମ ଭିତରେ ଅଧିକ ଭିଡ କରାଇବାରୁ ବିଏମ୍‌ସି ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି । ଏନେଇ ସୂଚନା ଦେଇଛି ବିଏମ୍‌ସ ଡେପୁଟି କମିଶନର ଅଂଶୁମାନ ରଥ । ଏଥିସହ ସୋରୁମ ପାଖାପାଖି ଥିବା ଉଠା ଦୋକାନୀକୁ ମଧ୍ୟ କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ମଧ୍ୟ ଫାଇନ ଗଣିବାକୁ ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.