ଓଡିଶାରେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ, ଜୟଦେବ ଗୌରବ ସମ୍ମାନ କାର୍ଯ୍ୟକ୍ରମରେ ଦେଲେ ଯୋଗ

ଓଡିଶା ଆସିଛନ୍ତି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ । ଜୟଦେବ ଗୌରବ ସମ୍ମାନ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇଛନ୍ତି। ଓଡିଶା ମୁଁ ଯେତେଥର ଆସିଛି ମତେ ମୋ ନିଜ ଘର ଭଳି ଲାଗେ ବୋଲି କହିଛନ୍ତି ସୁନୀଲ ସେଟ୍ଟୀ ।

ଭୁବନେଶ୍ୱର (କେନ୍ୟୁଜ): ଓଡିଶା ଆସିଛନ୍ତି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ । ଜୟଦେବ ଗୌରବ ସମ୍ମାନ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇଛନ୍ତି। ଓଡିଶା ମୁଁ ଯେତେଥର ଆସିଛି ମତେ ମୋ ନିଜ ଘର ଭଳି ଲାଗେ ବୋଲି କହିଛନ୍ତି ସୁନୀଲ ସେଟ୍ଟୀ । ଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେବି । ପୁଣି ଆଉ ଥରେ ଓଡ଼ିଶା ଆସିଲେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବି ବୋଲି କହିଛନ୍ତି । ଫ୍ୟାନ ମାନଙ୍କ ଲାଗି ଆମେ ନହେଲେ ଆମେ କିଛି ବି ନୁହଁ ଏପରି ସାମ୍ବାଦିକ ସମିଳନୀରେ କହିଛନ୍ତି ବଲିଉଡ୍ ସିନେ ତାରକା ସୁନିଲ ସେଟ୍ଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.