Browsing Tag

sunil shetty

ଓଡିଶାରେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ, ଜୟଦେବ ଗୌରବ ସମ୍ମାନ କାର୍ଯ୍ୟକ୍ରମରେ ଦେଲେ ଯୋଗ

ଭୁବନେଶ୍ୱର (କେନ୍ୟୁଜ): ଓଡିଶା ଆସିଛନ୍ତି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ । ଜୟଦେବ ଗୌରବ ସମ୍ମାନ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇଛନ୍ତି। ଓଡିଶା ମୁଁ ଯେତେଥର ଆସିଛି ମତେ ମୋ ନିଜ ଘର ଭଳି ଲାଗେ ବୋଲି କହିଛନ୍ତି ସୁନୀଲ ସେଟ୍ଟୀ । ଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେବି । ପୁଣି…

ସୁନୀଲ ସେଟ୍ଟୀଙ୍କୁ କଲେ ସାକ୍ଷାତ ଆଫଗାନିସ୍ତାନ ଖେଳାଳି ନବୀନ ଉଲ ହକ, ପୋଷ୍ଟ କଲେ ଫଟୋ

ବିଶ୍ୱକପରେ ଆଜି ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ପରସ୍ପରକୁ ମୁହାଁମୁହିଁ ହେବେ । ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲରେ ୩ ନଂ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ପାଖରେ ୧୦ ପଏଣ୍ଟ ରହିଛି । ସେହିପରି ଆଫଗାନିସ୍ତାନ ୬ ନଂ ସ୍ଥାନରେ ରହିଛି । ଆଫଗାନିସ୍ତାନ ଟିମ୍‌ ୭ଟି ମ୍ୟାଚରୁ ୪ ଟି ଜିତିଛି । ତେବେ…

କେଏଲ ରାହୁଲ ଏବଂ ଆଥିୟା ବିବାହ ଉତ୍ସବ : ଅତିଥିଙ୍କୁ କଦଳୀ ପତ୍ରରେ ପରଷାଯିବ ଖାଇବା, ଫଟୋ ଉଠାଇବାକୁ କରାଯାଇଛି ବାରଣ

କ୍ରିକେଟ ଜଗତ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଆଜି ବଡ ଦିନ । କେଏଲ ରାହୁଲ ଏବଂ ଆଥିୟା ସେଟ୍ଟୀ ଆଜି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ବଙ୍ଗଳାରେ ବିବାହ ହେବ । ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ହେବ । ବିବାହ ଯେତିକି ବଡ ହେବ ରିସେପସନ ମଧ୍ୟ…

ବିନା ଅନୁମତିରେ ସୁନୀଲ ସେଟ୍ଟୀଙ୍କ ଫଟୋ ଉପଯୋଗ କରି ଆର୍ଥିକ ଶୋଷଣ, ପ୍ରଡକ୍ସନ କମ୍ପାନୀ ବିରୋଧରେ ପୋଲିସରେ କଲେ ଅଭିଯୋଗ

ବଲିଉଡ୍‌ ଆକ୍ଟର ସୁନୀଲ ସେଟ୍ଟୀ ଏକ ପ୍ରଡକ୍ସନ କମ୍ପାନୀ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ହେଲା, ଫିଲ୍ମ ନିର୍ମାଣ କମ୍ପାନୀ ‘ବାଲାଜୀ ମିଡିଆ ଫିଲ୍ମସ ପ୍ରାଇଭେଟ ଲିମିଟେଡ୍‌’ ବିନା ତାଙ୍କ ଅନୁମତିରେ ଫିଲ୍ମର ପୋଷ୍ଟରରେ ତାଙ୍କ ଫଟୋ ଉପଯୋଗ କରିଛି। ସେ କହିଛନ୍ତି ଯେ…

ରୋଜଗାରରେ ସୁନିଲ ସେଟ୍ଟୀଙ୍କର ଦୁଇ ପାଦ ଆଗରେ ତାଙ୍କ ସ୍ତ୍ରୀ, ଲେଡୀ ଅମ୍ବାନୀ ନାମରେ ବଲିଉଡରେ ପରିଚିତ

ସୁନିଲ ସେଟ୍ଟୀଙ୍କ ଗଣନା ବଲିଉ ଡର ଏମିତି ଷ୍ଟାର୍ସ ମାନଙ୍କ ସହିତ କରାଯାଏ ଯେଉଁମାନେ ନିଜ ଅଭିନୟ ଏବଂ ଆକ୍ସନର ଦମରେ ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ନାମ ବଲିଉଡର ସବୁଠାରୁ ଧନୀ କଳାକାର ମାନଙ୍କ ଭିତରେ ମଧ୍ୟ ରହିଛି। ସୁନିଲ ସେଟ୍ଟୀ ଫିଲ୍ମରେ ଅନେକ ଥର ଧନୀ ବିଜନେସମ୍ୟାନ ଅଭିନୟରେ…