ଯାଜପୁର ବୈରୀ ଥାନା ନିକଟ ପେଟ୍ରୋଲ ପମ୍ପରେ ବୋମା ମାଡ, ୨ ଦୁର୍ବୃତ୍ତଙ୍କୁ କାବୁ କଲେ ସ୍ଥାନୀୟ ଲୋକ

ଯାଜପୁର: ପେଟ୍ରୋଲ ପମ୍ପରେ ବୋମାମାଡ । ଯାଜପୁର ଜିଲ୍ଲା ବୈରୀ ଥାନା ନିକଟ ପେଟ୍ରୋଲ ପମ୍ପରେ ବୋମାମାଡ କରିଛନ୍ତି ଦୁର୍ବୃତ୍ତ । ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ ହୋଇଛନ୍ତି ।

୨ ଦୁର୍ବୃତ୍ତଙ୍କୁ କାବୁ କଲେ ସ୍ଥାନୀୟ ଲୋକ । ବୈରୀ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ବୋମାମାଡର କାରଣ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.