ରକ୍ତର ହୋଲି ଖେଳିଲେ ଦୁର୍ବୃତ୍ତ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଆଖିରୁ ପାଟିକୁ କଲେ ଅଲଗା

ବାଲେଶ୍ୱର (କେନ୍ୟୁଜ୍‌) : ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ବାଲେଶ୍ୱର ଷ୍ଟେସନ ଅଞ୍ଚଳରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେି ହାଣିଲେ। ପୂର୍ବ ଶତୃତାକୁ କେନ୍ଦ୍ର କରି ଏପରି ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଯୁବକଙ୍କ ନାକ ପାଖରୁ ଆଖି ଏବଂ ପାଟି ଅଲଗା ହୋଇଯାଇଛି। ତାଙ୍କୁ ଦେଖି ଏପରି ଲାଗୁଥିଲା ଯେପରି ରକ୍ତର କେହି ହୋଲି ଖେଳିଛି।

ATTACKତେବେ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ରାସ୍ତା କଡରୁ ନେଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ସମ୍ପର୍କରେ ଖବର ପାଇଁ ମାମଲାର ଛାନଭିନ୍‌ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.