ଭାଇ ଭଉଣୀଙ୍କ ସଲିଳ ସମାଧି, ପୋଖରୀରେ ବୁଡ଼ି ଗଲେ

ଭାଇ ଭଉଣୀଙ୍କ ସଲିଳ ସମାଧି । ପୋଖରୀରେ ବୁଡ଼ି ଗଲା ଦୁଇ ଜଣଙ୍କ ଜୀବନ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଲାଲବାଗ କୁଳସାହି ଗାଁରେ ଅଘଟଣ ଘଟିଛି।

ଯାଜପୁର : ଭାଇ ଭଉଣୀଙ୍କ ସଲିଳ ସମାଧି । ପୋଖରୀରେ ବୁଡ଼ି ଗଲା ଦୁଇ ଜଣଙ୍କ ଜୀବନ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଲାଲବାଗ କୁଳସାହି ଗାଁରେ ଅଘଟଣ ଘଟିଛି। ମୃତକ ହେଲେ ମାନସ ଜେନାଙ୍କ ୩ବର୍ଷର କାହ୍ନା ଓ ମିଥୁନ ଜେନାଙ୍କ ୨ବର୍ଷର ଝିଅ ରୂପା । ଦୁଇଜଣ ଖେଳୁଥିବାବେଳେ ପୋଖରୀରେ ପଡିଯାଇଥିଲେ। ତାଙ୍କୁ ଉଦ୍ଧାର କରି ମଙ୍ଗଳପୁର ମେଡିକାଲରେ ଭର୍ତ୍ତି ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.