Below header

ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରୁ ୧୯ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ବ୍ରାଉନସୁଗର ଜବତ । ଜବତ ହେଲା ୧୮୫ ଗ୍ରାମର ଧଳାଜହର। ପଳାଶୁଣୀ ଅଞ୍ଚଳର ମଦ ମାଫିଆ ହାଡିଆ ଘରୁ ଜବତ ହୋଇଚି ୧୮୫ ଗ୍ରାମର ବ୍ରାଉନସୁଗାର।

ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୯ଲକ୍ଷ ଟଙ୍କା ହେବ। ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.