ବ୍ରହ୍ମପୁର ଖେଳ ପଡ଼ିଆରୁ ବ୍ରାଉନ ସୁଗାର ଚାଲାଣକାରୀକୁ ଗିରଫ କଲା ଅବକାରୀ ବିଭାଗ, ୪ ଲକ୍ଷ ଟଙ୍କାର ଧଳା ଜହର ଜବତ

ବ୍ରହ୍ମପୁର: ଧରାପଡ଼ିଲା ବ୍ରାଉନ ସୁଗାର ଚାଲାଣକାରୀ । ବ୍ରହ୍ମପୁର ଖେଳ ପଡ଼ିଆରେ ଗରାଖକୁ ଅପେକ୍ଷା କରିଥିବା ବେଳେ କାବୁ କରିଛି ଅବକାରୀ ଗୁଇନ୍ଦା ବିଭାଗ ।

ଅଭିଯୁକ୍ତ ଠାରୁ ୪୫ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ । ପୁରୀରୁ ବ୍ରାଉନ ସୁଗର ଆଣିଥିବା ସ୍ୱୀକାର କରିଛି ଅଭିଯୁକ୍ତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.