Below header

ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିଲେ GST ଅଧିକାରୀ, ମାଡ଼ିବସିଲା CBI

CBI ଜାଲରେ GST ଅଧିକାରୀ। ରାଉରକେଲା ସିଭିଲଟାଉନ ସିପ ଜିଏସଟି ଅଫିସରେ ସିବିଆଇ ଚଢ଼ାଉ । ଜିଏସଟି ଠକେଇରୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ନେଉଥିଲେ ଲାଞ୍ଚ । ଲାଞ୍ଚ ନେଉଥିବା ଅଭିଯୋଗରେ ସିବିଆଇ ଚଢ଼ାଉ କରିଥିବା ସୂଚନା ।

ରାଉରକେଲା : CBI ଜାଲରେ GST ଅଧିକାରୀ। ରାଉରକେଲା ସିଭିଲଟାଉନ ସିପ ଜିଏସଟି ଅଫିସରେ ସିବିଆଇ ଚଢ଼ାଉ । ଜିଏସଟି ଠକେଇରୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ନେଉଥିଲେ ଲାଞ୍ଚ । ଲାଞ୍ଚ ନେଉଥିବା ଅଭିଯୋଗରେ ସିବିଆଇ ଚଢ଼ାଉ କରିଥିବା ସୂଚନା । ଜିଏସଟି ସୁପରିଟେଣ୍ଡେଣ୍ଟ ଅମରକାନ୍ତ ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଥିଲା ସିବିଆଇ ଟିମ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.