ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । cbse.gov.in ଏବଂ results.cbse.nic.inରେ ମିଳିପାରିବ ରେଜଲ୍ଟ । 7738299899କୁ ଏସଏମ୍‌ଏସ ପଠାଇ ମଧ୍ୟ ଜାଣିପାରିବେ ପରୀକ୍ଷା ଫଳ । ଚଳିତବର୍ଷ ପରୀକ୍ଷା ଦେଇଛନ୍ତି ୨୧,୧୬,୨୯୦ ଛାତ୍ରଛାତ୍ରୀ। ସୂଚନା ଥାଉକି, ଏପ୍ରିଲ ୨୬ରୁ ମେ’ ୨୪ ଯାଏ CBSE ଦଶମ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ ୨ଟି ଟର୍ମରେ ଏହି CBSE ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.