ଭୁବନେଶ୍ବର: ଫୋନରେ ଗପି ଗପି ଆସିଲେ ଆଉ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ

ଖୋର୍ଦ୍ଧା(କେନ୍ୟୁଜ୍): କେଇଦିନ ପରେ ଭୁବନେଶ୍ବର କଳିଙ୍ଗବିହାରରେ  ପୁଣି ମାତିଲେ ଚେନ ଲୁଟେରା। ପଡୋଶୀଙ୍କ ସହ ଘର ବାହାରେ କଥା ହେବା ବେଳେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ।  ଘଟଣା ଘଟିଛି ତମାଣ୍ଡୋ ନିକଟ କଳିଙ୍ଗ ବିହାର କେ ୮ ଅଞ୍ଚଳରେ। ଲୁଟେରାଙ୍କ ସମସ୍ତେ କାର୍ଯ୍ୟ କଳାପ ସିସିଟିଭିରେ କଏଦ ହୋଇଛି।

ଲୁଟେରା ଜଣକ ମହିଳାଙ୍କ ନିକଟରେ ୩ ରୁ ୪ଥର ଚଲାବୁଲା କରିବା ପରେ ଝାମ୍ପିନେଇଥିଲା ଚେନ। ଏହି ଘଟଣାରେ ଅଭିଯୋଗ ହୋଇଛି କି ନାହିଁ ତାହାର ସୂଚନା ମିଳିପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.