Browsing Tag

chain snatching

କୁଖ୍ୟାତ ଚେନ ସ୍ନାଚର ଶଙ୍କର ରେଡ୍ଡୀ ଗିରଫ, ନାଁରେ ରହିଛି ୧୦ରୁ ଅଧିକ ମାମଲା

ଭୁବନେଶ୍ୱର : ରାଜଧାନୀରେ କୁଖ୍ୟାତ ଚେନ ସ୍ନାଚର ଶଙ୍କର ରେଡ୍ଡୀ ଗିରଫ । ଶଙ୍କର ସହ ସହଯୋଗୀ କୁନାଲ ବେହେରାକୁ ମଧ୍ୟ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଗତକାଲି ଏକାମ୍ର ପାର୍କ ସାମ୍ନାରୁ ଜଣେ ମହିଳାଙ୍କଠୁ ମୋବାଇଲ ଝାମ୍ପି ନେଲାବେଳେ ପୋଲିସ ଧରିଥିଲା । ଏକୁଟିଆ ମହିଳା ଦେଖି ଟାର୍ଗେଟ…

ଓଡିଶା ବନ୍ଦ ସମୟରେ ମାତିଲେ ଲୁଟେରା, ଶୂନଶାନ ରାସ୍ତାର ସୁଯୋଗ ନେଇ ମହିଳାଙ୍କ ବେକରୁ ଝାମ୍ପିଲେ ସୁନା ଚେନ

ଉଦଳା: ଓଡିଶା ବନ୍ଦ ସମୟରେ ମାତିଲେ ଲୁଟେରା । ଶୂନଶାନ ରାସ୍ତାର ସୁଯୋଗ ନେଇ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉଦଳା - ବାଲେଶ୍ୱର ରାସ୍ତାର ଭୀମତାଳି ଛକ ନିକଟରେ । କ’ଣ ଆପଣ ବି ବେକରେ ସୁନା ଚେନ୍‌ ପକାଇ ବାହାରକୁ ଯାଉଛନ୍ତି କି ? ଯଦି ଏଭଳି…

କଟକ ପୋଲିସ ମୁଖ୍ୟାଳୟ ନିକଟରୁ ଲୁଟ୍, ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ

କଟକ: କଟକ ପୋଲିସ ମୁଖ୍ୟାଳୟ ନିକଟରୁ ଲୁଟ୍ । ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ନେଲେ ଦୁର୍ବୁତ୍ତ । ବାଇକରେ ଆସି ୩ ଜଣ ଦୁର୍ବୁତ୍ତ ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପି ଫେରାର ହୋଇଯାଇଛନ୍ତି । କଟକ ପୋଲିସ ମୁଖ୍ୟାଳୟ ଗେଟ୍ ନିକଟରେ ଘଟଣା ଘଟିଛି । ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ପିଲା ସହ…

ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣା, ଜାମସେଦପୁରରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଭୁବନେଶ୍ୱର : କମିଶନରେଟ ପୋଲିସ କୁ ବଡ଼ ସଫଳତା । ରାଜଧାନୀରେ ଲୁଟ ବେଳେ ଗାଡ଼ିରୁ ପଡ଼ି ମହିଳାଙ୍କ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ।  ୪ ଶହ ସିସିଟିଭି ଦେଖି ଅଭିଯୁକ୍ତକୁ ଗିରଫ କଲା ପୋଲିସ ।  ଭୁବନେଶ୍ବର ଏୟାରଫିଲ୍ଡ ଥାନା ଲବଣଗିରିରେ ଚେନ ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ…

ବିଚ୍ ରାସ୍ତାରୁ ମହିଳାଙ୍କ ବେକରୁ ସୁନା ହାର ଓ କାନଫୁଲ ଝାମ୍ପି ନେଲେ ଦୁଇ ଲୁଟେରା

ସୋର: ବିଚ୍ ରାସ୍ତାରେ ଜମିଛି ଗହଳି । ଚାଲିଛି ହୋ ହଲ୍ଲା । ଜଣେ ମହିଳାଙ୍କୁ ଘେରିରହିଛନ୍ତି ସଭିଏଁ । କଣ କିଛି ଗୋଟେ ଘଟଣା ଘଟିଛି ନିହାତୀ । ପାଖକୁ ଯାଇ ଦେଖିଲା ବେଳକୁ ଜଣାପଡିଲା କି, ମହିଳାଙ୍କ ଠାରୁ ଲୁଟ୍ ହେଇଛି ସୁନା ଅଳଙ୍କାର। ଏବେ ଚାରିଆଡେ ଚାଲିଛି ଲୁଟେରାଙ୍କ ରାଜ୍ । ଗଳି…

ବେକରୁ ସୁନା ଚେନ ଲୁଟ ମାମଲା, ଦୁଇ ଗିରଫ

ଭୁବନେଶ୍ୱର : ସୁନା ଚୋରକୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ । ଗତ ୨୯ ତାରିଖରେ କୋଲାଥିଆ ଅଞ୍ଚଳର ଶୁଭଶ୍ରୀ ପ୍ରିୟଦର୍ଶିନୀ ନିଜ ଝିଅକୁ ନେଇ ଘର ଫେରୁଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ପିଛା କରିଥିଲେ । ଦୁଇ ଜଣ ଯୁବକ ଶୁଭଶ୍ରୀଙ୍କ ଘର ସାମ୍ନାରେ ତାଙ୍କୁ ଠିକଣା ପଚାରିବା ବାହାନାରେ ବେକରୁ…

ମହିଳାଙ୍କ ବେକରେ ସୁନା ଚେନ୍‌ ଲୁଟ୍‌, ସିସିଟିଭି ଫୁଟେଜରେ ରେକର୍ଡ ହେଲା ଦୃଶ୍ୟ

ରାଉରକେଲା (କେନ୍ୟୁଜ): ଆପଣ ବେକରେ ସୁନା ଚେନ୍‌ ପକାଇ ବାହାରକୁ ଯାଉଛନ୍ତି କି ? ଯଦି ଏଭଳି କିଛି କରୁଛନ୍ତି ତେବେ ସାବଧାନ ରୁହନ୍ତୁ । କାହିଁକି ନା ଘର ବାହାରେ ବୁଲୁଛନ୍ତି ଲୁଟେରା । ସୁଯୋଗ ପାଇଲେ ଏ ଲୁଟେରାମାନେ ଆପଣଙ୍କ ସୁନା ଚେନ୍‌ ଲୁଟି ନେଇ ଫେରାର ମାରିବେ । ଅସାବଧାନତା ଯୋଗୁଁ ସୁନା…

ଉଦଳା: ମର୍ଣ୍ଣିଙ୍ଗ ୱାକ୍ ବେଳେ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ଉଦଳା(କେନ୍ୟୁଜ୍):  ମର୍ଣ୍ଣିଙ୍ଗ ୱାକ୍ ଆସିଥିବା ବେଳେ ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଉଦଳା ଥାନା ଏନଏସି ୩ ନମ୍ବର ୱାର୍ଡରେ। ୩ ନମ୍ବର ୱାର୍ଡର ମିତାରାଣୀ ମଲ୍ଲିକ ଆଜି ସକାଳେ ମର୍ଣ୍ଣିଙ୍ଗ ୱାକରେ ଯାଇଥିଲେ। ଘର ଠାରୁ ମାତ୍ର କେଇ ମିଟର ଦୂର ଯାଇଥିବା…

ଯାଜପୁର: ଦିନ ଦ୍ବିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଦୁର୍ବୃତ୍ତ ଫେରାର, ଗାଡ଼ିରୁ ଖସି ପଡି ମହିଳା…

କେନ୍ୟୁଜ୍(ବ୍ୟୁରୋ):  ଦିନ ଦ୍ବିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୁତ୍ତ। ବେକରୁ ସୁନା ଚେନ ଲୁଟିବା ସମୟରେ ମହିଳା ଜଣକ ଯାଉଥିବା ବାଇକରୁ ଖସିପିଡ଼ି ଗୁରୁତର ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନ ନାକପୋଲ-ସାରୋଇକୁ ସଂଯୋଗ କରୁଥିବା…

ରାଜଧାନୀରେ ପୁଣି କଳା ପଲସର ଆତଙ୍କ: ଫୁଲ ତୋଳିବା ବେଳେ ମହିଳାଙ୍କୁ ଆକ୍ରମଣ କରି ସୁନା ଚେନ୍‌ ଲୁଟ୍‌

ଭୁବନେଶ୍ୱର: ରାଜଧାନୀରେ ପୁଣି କଳା ପଲସର ଆତଙ୍କ । ଫୁଲ ତୋଳିବା ବେଳେ ମହିଳାଙ୍କୁ ଆକ୍ରମଣ କରି ସୁନା ଚେନ୍‌ ଲୁଟ୍‌ । ଭୁବନେଶ୍ୱର ନୀଳାଦ୍ରି ବିହାର ପ୍ରାଚୀ ଏନ୍‌କ୍ଲେଭ ସମ୍ମୁଖରେ ଏଭଳି ଘଟଣା ଘଟିଛି । ଆଜି ଭୋରରୁ ମହିଳା ଜଣଙ୍କ ଫୁଲ ତୋଳିବା ବେଳେ ୩ ଜଣ ଯୁବକ ବାଇକ୍‌ରେ ଆସି ଆକ୍ରମଣ…

ଭୁବନେଶ୍ବର: ଫୋନରେ ଗପି ଗପି ଆସିଲେ ଆଉ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ

ଖୋର୍ଦ୍ଧା(କେନ୍ୟୁଜ୍): କେଇଦିନ ପରେ ଭୁବନେଶ୍ବର କଳିଙ୍ଗବିହାରରେ  ପୁଣି ମାତିଲେ ଚେନ ଲୁଟେରା। ପଡୋଶୀଙ୍କ ସହ ଘର ବାହାରେ କଥା ହେବା ବେଳେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ।  ଘଟଣା ଘଟିଛି ତମାଣ୍ଡୋ ନିକଟ କଳିଙ୍ଗ ବିହାର କେ ୮ ଅଞ୍ଚଳରେ। ଲୁଟେରାଙ୍କ ସମସ୍ତେ କାର୍ଯ୍ୟ କଳାପ…

ରାଜଧାନୀରେ ପୁଣି ମାତିଲେ ଲୁଟେରା, ମର୍ଣ୍ଣିଂ ୱାକ୍‌ ବେଳେ ମହିଳାଙ୍କ ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ସୁନା ଚେନ୍‌

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା, ମର୍ଣ୍ଣିଂ ୱାକ୍‌ ବେଳେ ମହିଳାଙ୍କ ବେକରେ କଟୁରୀ ଲଗାଇ ଝାମ୍ପି ନେଲେ ସୁନା ଚେନ୍‌। ମଙ୍ଗଳବାର ସକାଳେ ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଝାରପଡ଼ା ଜେଲ୍ ସାମ୍ନା ରୋଡ୍‌ରେ। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଉଛନ୍ତି ଶାନ୍ତି ନଗରର…