ରାଜଧାନୀରେ ପୁଣି ପଲସର ଆତଙ୍କ, ଆଚାର୍ଯ୍ୟ ବିହାର ରାସ୍ତାରେ ଯୁବତୀଙ୍କ ବେକରୁ ଚେନ ଝାମ୍ପି ନେଲେ ଦୁର୍ବୃତ୍ତ

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ରାଜଧାନୀରେ ପୁଣି ପଲସର ଆତଙ୍କ। ଯୁବତୀଙ୍କ ବେକରୁ ଚେନ ଝାମ୍ପି ନେଲେ ଦୁର୍ବୃତ୍ତ । ଆଚାର୍ଯ୍ୟ ବିହାରରୁ ଜୟଦେବ ବିହାର ରାସ୍ତାରେ ଯାଉଥିବା ସମୟରେ ପଲସରରେ ଆସି ଚେନ୍ ଝାମ୍ପି ନେଲେ । ତେବେ ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା ଯୁବତୀ ଶୁଭଶ୍ରୀ ଜେନା। ଅନୁଯାୟୀ ରାସ୍ତାରେ ଯାଉଥିବା ସମୟରେ ପଲସରରେ କିଛି ଦୁର୍ବୃତ୍ତ ଆସି ତାଙ୍କ ବେକରୁ ଚେନ ଝାମ୍ପି ନେଇ ପଳାଇ ଯାଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.