କେନ୍ଦୁଝର: ନୂଆବର୍ଷ ପୂର୍ବରୁ ମାଆ ତାରିଣୀ ଶରଣେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ସ୍ୱାଗତ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

କେନ୍ଦୁଝର ଜିଲ୍ଲା ଘଟଗାଁ ମାଆ ତାରିଣୀଙ୍କ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ହେଲକପ୍ଟରରେ ଆସି ଘଟଗାଁ ମିନିଷ୍ଟାଡିୟମରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟରେ ତାରିଣୀ ମନ୍ଦିରରୁ ଅଣାଯାଇଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଦଳୀୟ କର୍ମୀ ଓ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ମାଆ ତାରିଣୀଙ୍କ ନିକଟରେ ପ୍ରାୟ ୧୦ ମିନିଟ ଧରି ପୂଜାର୍ଚ୍ଚନା କରିଥିଲେ ।

Leave A Reply

Your email address will not be published.