Browsing Tag

ghatagaon

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ, ରାତି ପାହିଲେ ଲୋକଙ୍କୁ ଘାରୁଛି ପାଣି ଚିନ୍ତା

ଲୋକଙ୍କୁ ମିଳୁନି ପିଇବା ପାଣି । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ। ବସୁଧା ଯୋଜନାରେ ଗାଁକୁ ପାଇପ୍ ପଡ଼ିଛି କିନ୍ତୁ ଲୋକଙ୍କୁ ପିଇବା ପାଣି ଯୋଗାଇବାରେ ଏହା ବିଫଳ ହୋଇଛି । ଅବହେଳା ଯୋଗୁଁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ବିଶୁଦ୍ଧ ପାନୀୟ ଜଳ । ରାତି ପାହିଲେ ଲୋକଙ୍କ ପାଣି…

ଚକଡା ପୋକ ଯୋଗୁ ବ୍ୟାପକ ଫସଲ ନଷ୍ଟ, କରଜ କିପରି ସୁଝିବେ ବଢ଼ିଲା ଚିନ୍ତା

କେତେ ବେଳେ ବର୍ଷା ଅଭାବ ତ କେତେ ବେଳେ ବନ୍ୟା ,ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଫସଲ କ୍ଷତି ଯୋଗୁ ଚାଷୀର ମୁଣ୍ଡରେ ଚଡକ ପଡିଥାଏ । ଖରା,ବର୍ଷା ଓ ଶୀତ କୁ ଖାତିର ନକରି ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ କ୍ଷେତରେ ଫସଲ ଉତ୍ପାଦନ କରିଥାଏ । ହେଲେ ଚଳିତ ବର୍ଷ ଚକଡା…

ବସ ସହ ଟ୍ରକର ମୁହାଁମୁହିଁ ଧକ୍କା, ୧୦ ଯାତ୍ରୀ ଗୁରୁତର

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଲା ଛକ ନିକଟରେ ଟ୍ରକ ସହ ବସ ମୁହାଁମୁହିଁ ଧକ୍କା ହେବାରୁ ୧୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।  ୫ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ମା' ଦୁର୍ଗା ନାମକ ଏକ ଘରୋଇ ବସ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ…

ଗଣମାଧ୍ୟମ ପ୍ରତିନିଧିଙ୍କ ଘରେ ପଶି ଆକ୍ରମଣ ଅଭିଯୋଗ, ଥାନାରେ ମାମଲା

ଘଟଗାଁ (କେନ୍ୟୁଜ୍‌) : ଗାଁରେ ଯାତ୍ରା ଚାନ୍ଦା ନ ଦେବାରୁ ରାସନ କାର୍ଡରେ ଚାଉଳ ମଳିଲା ନାହିଁ। ଏହି ଖବର ପ୍ରସାରଣ କରିବା ପରେ ଗଣମାଧ୍ୟମ ପ୍ରତିନିଧି ସରପଞ୍ଚଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ତାଙ୍କର ସମର୍ଥକମାନେ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଗଣମାଧ୍ୟମ…

ପଇସା ପଛରେ ଗୋଡାଉଥିବା ଯୁବପିଢି ଏହି ଗାଁ ଆଡେ ଟିକେ ବୁଲି ଆସନ୍ତୁ, ଚାଷ କାମ କରି ସବୁ ଲକ୍ଷପତି

ଘଟଗାଁ(କେନ୍ୟୁଜ୍): ଚାଷକରି ଗୋଟିଏ ଗାଁର ସମସ୍ତେ ଲକ୍ଷପତି। କେବଳ ସେତିକି ନୁହେଁ, ଗାଁରେ ସମସ୍ତଙ୍କର ପକ୍କାଘର। ଅଧିକାଂଶ ଛାତ। କେତୋଟି ଘର ଟାଇଲ ଛପର। ସମସ୍ତଙ୍କ ଘରେ ସର୍ବନିମ୍ନ ଦୁଇଟି ବାଇକ୍‌। ଗୋଟିଏ ଦୁଇଟି ପାୱାର ଟିଲର। ୪-୫ ଜଣଙ୍କ ପାଖରେ ଅଛି ୪ ଚକିଆ ଗାଡ଼ି। ଆଉ ଦୁଇ-ତିନି ଜଣ ୧୪…

ହାଇଓ୍ୱାକୁ ପଛରୁ ପିଟିଲା ବାଇକ, ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ

ଘଟଗାଁ (କେନ୍ୟୁଜ): ହାଇଓ୍ବା ପଛରେ ଧକ୍କା ଦେଲା ବାଇକ । ପୋଲିସ କର୍ମଚାରୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଗୋଦାବରୀ ଢାବା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ହାଇଓ୍ବା ପଛରେ ଧକ୍କା ଦେଇଥିଲା…

ବର୍ଷା ଦିନରେ ଗୁଣ୍ଡିଚାଘାଗି ଜଳପ୍ରପାତର ମନୋରମ ଦୃଶ୍ୟ: ଉପଭୋଗ କରୁଛନ୍ତି ପର୍ଯ୍ୟଟକ

ଘଟଗାଁ(କେନ୍ୟୁଜ୍):କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାଘାଗୀ ଜଳପ୍ରପାତ। ଘଟଗାଁ ଠାରୁ ଏହି ଜଳପ୍ରପାତଟି ୧୨କିମି ଦୂରରେ ଅବସ୍ଥିତ। ବର୍ଷତମାମ ଏଠାକୁ ବଣଭୋଜି ସହ ଜଳପ୍ରପାତର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। କିନ୍ତୁ ବର୍ଷା ଦିନରେ ଏହି…

କେନ୍ଦୁଝର: ବାଇକକୁ ପିଟିଲା କାର,୪ ଗୁରୁତର

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କପାସପଡା ଗ୍ରାମ ନିକଟରେ ଏକ କାର ଗୋଟିଏ ବାଇକକୁ ଧକ୍କା ଦେବାରୁ ବାଇକରେ ଥିବା ୩ଜଣଙ୍କ ସମେତ କାରରେ ଥିବା ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗେ ସମସ୍ତ ଗୁରୁତରଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି…

କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ କଲା ବନ ବିଭାଗ, କାଠ ମାଫିଆ ଫେରାର

ଘଟଗାଁ (କେନ୍ଯୁଜ):  କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ସେକ୍ସନ ତେଲିପଡା ନିକଟରୁ ପାଟଣା ବନ ବିଭାଗ ଏକ ନମ୍ବର ବିହୀନ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ପାଟଣା ରେଞ୍ଜର ଟିକେଶ୍ବର ମହାନ୍ତ କାଠ ଚୋରା ଚାଲାଣ ସମ୍ପର୍କରେ କୈାଣସି ସୂତ୍ରରୁ ଖବର ପାଇ ତେଲିପଡା…

ଘଟଗାଁ : ଅପରାହ୍ନ ବଜ୍ରାଘାତରେ ଚାଲିଗଲା ୩ ଜୀବନ

ଘଟଗାଁ (କେନ୍ୟୁଜ୍‌) : ବର୍ଷା ସିନା ତାତିରୁ ଆଶ୍ୱସ୍ତି ଦେଇଛି ହେଲେ ବଜ୍ରାଘାତ ନେଉଛି ଜୀବନ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁକନ୍ୟା ସମେତ ୨ଜଣ ମହିଳା ଅଛନ୍ତି । ଝାଡ଼ଖଣ୍ତ ଓ…

କେନ୍ଦୁଝର: ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ୪ ଶିକାରୀଙ୍କୁ ଧରିଲା ବନ ବିଭାଗ

କେନ୍ଦୁଝର(କେନ୍ୟୁଜ୍): ବନ ବିଭାଗ ଗ୍ରୀଷ୍ମ ପ୍ରବାହ ଜନିତ ଜଙ୍ଗଲ ନିଆଁରୁ ଜଙ୍ଗଲକୁ ରକ୍ଷା କରିବା କାର୍ଯ୍ୟରେ ଲାଗିଥିବା ବେଳେ,ଜନ୍ତୁ ଶିକାରୀ ବିଭାଗକୁ ଅଡୁଆରେ ପକାଉଛନ୍ତି। ଅଟେଇ ସଂରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର କରିବା ପାଇଁ ଯାଇଥିବା ୪  ଶିକାରୀଙ୍କୁ ଧରିଛି ଘଟଗାଁ ବନ ବିଭାଗ। ଉକ୍ତ ୪…

ଗଛ ଉପରେ ପ୍ୟାଣ୍ଟ ସାର୍ଟ ପୋଖରୀ ଭିତରେ ମୃତଦେହ ଘଟଣା କଣ ?

ଘଟଗାଁ (କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗୋରାସ ଗ୍ରାମର ଏକ ପୋଖରୀରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଗୋରାସ ପଞ୍ଚାୟତ କୁଚେଇବେଡା ରଙ୍ଗଢିପା ସାହିର ବାସୁ ମୁଣ୍ଡା ବୋଲି ଜଣାପଡିଛି । ସେ ଶୁକ୍ରବାର ରାତିରୁ ନିଖୋଜ ଥିଲେ । ଗୋରାସ ଗ୍ରାମର ଯାତ୍ରାଶାଳ…