Browsing Tag

ghatagaon

ଘଟଗାଁରେ ସିରିଜ୍‌ ଚୋରି ଘଟଣା: ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦୁଝର ଜିଲ୍ଲା ଘଟଗାଁରେ ସିରିଜ୍‌ ଚୋରି ଘଟଣା । ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସଂପୃକ୍ତ ଯୁବକମାନେ ହେଲେ ଢେଙ୍କିକୋଟ ବଜାରର ରାଜା ଚୌଧୁରୀ, କପାସପଡ଼ା ଗାଁର ପ୍ରଫୁଲ୍ଲ ବେହେରା ଓ ଢେଙ୍କିକୋଟ ମୁଖୀ ସାହିର କିରଣମୁଖୀ। ଏହି ୩ ଯୁବକ ସୋମବାର…

ଜଙ୍ଗଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ମେଲାଣ ଗ୍ରାମ ନାଏକ ସାହିର ଗୁଣ୍ଡୁରୀ ନାଏକ ବୋଲି ଜଣାପଡିଛି। ଗ୍ରାମ ନିକଟସ୍ଥ ଜଙ୍ଗଲରେ ମହିଳାଙ୍କୁ ଗ୍ରାମବସୀ ଝୁଲନ୍ତା…

ଘଟଗାଁ : ବାଇକ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ଘଟଗାଁ : ବାଇକ୍‌ ଓ ସାଇକେଲ୍‌ ଭିତରେ ଧକ୍କା ହେଲା ଆଉ ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମୁଦ୍ରାବେଡା ନିକଟରେ ଏଇ ଦୁର୍ଘଟଣା ଘଟିଛି । ବାଇକ୍‌ଟି ସାଇକେଲକୁ ଧକ୍କା ଦେବାରୁ ସାଇକେଲ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ବାଇକ୍…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଘଟଣା, ନିଜେ ପୋଲିସ୍‌ ପାଖକୁ ଯାଇ ଆତ୍ମସମର୍ପଣ କଲେ ନାବାଳକ ଭାଇ ଭଉଣୀ

ଘଟଗାଁ (କେ ନ୍ୟୁଜ୍‌) : ଅଦିବାସୀ ଅଧ୍ୟୁଷିତ ଅଂଚଳ କେନ୍ଦୁଝର ଜିଲ୍ଲା । ଜଙ୍ଗଲ ଖଣିଖାଦାନ ଭରା ଏହି ଜିଲ୍ଲାରେ ବସବାସ କରୁଥିବା ଅନେକ ଲୋକ ଏବେବି କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଭିତରେ ବୁଡି ରହୁଛନ୍ତି । ତାର ପ୍ରଭାବ କେବଳ ବଡ଼ ମଣିଷଙ୍କ ଉପରେ ପଡ଼ିନି, ପିଲାମାନେ ମଧ୍ୟ ଏହାର ଶିକାର…

ଘଟଗାଁ: ଏବେବି ସତେଜ ରହିଛି ଅନ୍ଧବିଶ୍ୱାସ, ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହାଣିଦେଲେ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡା ଗ୍ରାମରେ ଜଣେ ବୃଦ୍ଧାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଗ୍ରାମର କୁନି ମୁଣ୍ଡାଙ୍କୁ ରାତିରେ ଘରେ ସୋଇଥିବା ବେଳେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଘଟଗାଁ ପୋଲିସ ଓ ସାଇଣ୍ଟିଫିକ ଟିମ…

ଘଟଗାଁ ମେଲାଣ ଗ୍ରାମ ନିକଟ ୨୦ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ଗ୍ରାମ ନିକଟ ୨୦ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଏକ ପୋଲ ତଳୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବକୁ ଘଟଗାଁ ପୋଲିସ ଉଦ୍ଧାର କରିଛି । ଖବର ଅନୁଯାୟୀ ଆଜି ସକାଳୁ ମୃତଦେହ ସମ୍ବନ୍ଧରେ ଖବର ପାଇ ଘଟଗାଁ ଆଇଆଇସି ବନ୍ଦନା ପାତ୍ର ,ଏସାଇ…

ଘଟର୍ଗାଁ: ଘର ନିର୍ମାଣ ବେଳେ ଭାରାରୁ ପଡି ରାଜମିସ୍ତ୍ରୀ ମୃତ

ଘଟର୍ଗାଁ(କେନ୍ୟୁଜ୍‌): ଘର ନିର୍ମାଣରେ ପ୍ଲାଷ୍ଟର କରୁଥିବା ବେଳେ ଭାରାରୁ ପଡି ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ବାଙ୍ଗୁରୁଶୁଣୀ ଗ୍ରାମର ଜୟପାଲ ପୃର୍ତ୍ତି(୫୫) ସାନଶିଆଡିମାଳ ଗ୍ରାମର ମଦନ…

ଘଟଗାଁ: ଘର ଭିତରୁ ଉଦ୍ଧାର ହେଲା ବିରଳ ଦୁଇ ମୁଣ୍ଡିଆ ସାପ

ଘଟଗାଁ (କେନ୍ୟୁଜ) : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଗ୍ରାମରେ ଏକ ଦୁଇ ମୁଣ୍ଡିଆ ସାପ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଢେଙ୍କିକୋଟର ଅଜିତ ରାଉଳଙ୍କ ଘରେ ଏକ ଛୋଟ ଚିତି ସାପ ପଶିଯାଇଥିବା ଘର ଲୋକେ ଜାଣିବାପରେ ଏହି ସାପଟିକୁ କୌଶଳ କ୍ରମେ ଧରିଥିଲେ । ସାପଟିର ଦୁଇଟି…

କେନ୍ଦୁଝର: ନୂଆବର୍ଷ ପୂର୍ବରୁ ମାଆ ତାରିଣୀ ଶରଣେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ସ୍ୱାଗତ କଲେ ପିସିସି ସଭାପତି…

କେନ୍ଦୁଝର ଜିଲ୍ଲା ଘଟଗାଁ ମାଆ ତାରିଣୀଙ୍କ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ହେଲକପ୍ଟରରେ ଆସି ଘଟଗାଁ ମିନିଷ୍ଟାଡିୟମରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷା ବଳୟରେ ତାରିଣୀ ମନ୍ଦିରରୁ ଅଣାଯାଇଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଦଳୀୟ କର୍ମୀ ଓ ମନ୍ଦିର…

ଘଟଗାଁ: ନିଆଁ ପୁଇଁବା ହେଲା କାଳ, ପୋଡି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ଘଟଗାଁ(କେନ୍ୟୁଜ୍): ନିଆଁ ପୁଇଁବା ବେଳେ ପୋଡି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭୋକ ଗ୍ରାମରେ । ମୃତକ ହେଲେ ଭୋକା ଗ୍ରାମର ଟୁକୁନା ମୁଣ୍ଡାଙ୍କ ପତ୍ନୀ ରାଇମଣୀ ମୁଣ୍ଡା(୨୩) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି…

ଘଟଗାଁ: ଛାତ୍ରଙ୍କୁ ମାଡ଼ ମରିଥିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧକ୍ଷ୍ୟଙ୍କ ମାଡରେ ଛାତ୍ର ଆହତ।ଅଧ୍ୟକ୍ଷଙ୍କ ମାଡରେ ଆହତ ନବମ ଶ୍ରେଣୀ ଛାତ୍ର ହରପ୍ରସାଦ ଜେନାକୁ ପରିବାର ଲୋକେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି। ତେବେ ଛାତ୍ରଙ୍କୁ ମାଡ…

ଘଟଗାଁ: ଚପଳ ବୟସରେ ବାଚାଳ ବୁଦ୍ଧି, ଛୁରୀ ଦେଖାଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ଅଷ୍ଟମ ଶ୍ରେଣୀ ଛାତ୍ର

ଛୁରୀ ଦେଖାଇ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ଅଷ୍ଟମ ଶ୍ରେଣୀ ଛାତ୍ର । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅର୍ନ୍ତଗତ ବ୍ରାହ୍ମଳୀପାଳ ଅଞ୍ଚଳରେ । ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର , ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଛୁରୀ ଦେଖାଇ ପ୍ରେମ ନିବେଦନ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ…