ବିବାହ ବନ୍ଧନରେ ବାନ୍ଧି ହେଲେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ, ବାସ ଭବନରେ ହୋଇଥିଲା ଆୟୋଜନ

କଟକ(କେନ୍ୟୁଜ୍):  ବିବାହ ବନ୍ଧନରେ ବାନ୍ଧି ହେଲେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ। ଜୀବନ ସାଥି ଭାବେ ତାଙ୍କର କଲେଜ ସମୟର ବାନ୍ଧବୀ ତଥା ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି । କଟକ ଜିଲ୍ଲା ନିଶ୍ଚିତକୋଇଲ ସାହାନିଆଜ୍ ପୁର ସ୍ଥିତ ନିଜ ବାସ ଭବନରେ ତାଙ୍କର ବିବାହ ଉତ୍ସବ ସମ୍ପର୍ଣ୍ଣ ହୋଇଛି। କୋଭିଡ଼ କଟକଣା  ଥିବାରୁ ଅଳ୍ପ ଲୋକଙ୍କ ଭିତରେ ନିଜର ବିବାହର ଅୟୋଜନ କରିଥିଲେ ପ୍ରଜ୍ଞା ।

pragyan invitaion

ବିବାହ କାର୍ଯ୍ୟକ୍ରମରେ  କେବଳ ନିଜର ବନ୍ଧୁବାନ୍ଧବଙ୍କ ଉପସ୍ଥିତି ଦେଖିବାକୁ ମଳିଥିଲା। ହାସ୍ୟ ଅଭିନେତା ଶଙ୍କରଙ୍କୁ ଛାଡିଦେଲେ କୌଣସି ଜଣେ ବି ଅଭିନେତାଙ୍କୁ ପ୍ରଜ୍ଞାଙ୍କ ବାହାଘରରେ ଦେଖିବାକୁ  ମିଳିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.