ସାବଧାନ! ପାର୍ବଣରେ କମିଶନରେଟ ପୋଲିସ କରୁଛି ଜୋରଦାର ଚେକିଂ

ରାଜଧାନୀର ବିଭିନ୍ନ ବାର, ନାଇଟ କ୍ଲବ ଓ ଡ୍ୟାନସ ବାରରେ କମିଶନରେଟ୍ ପୋଲିସ ବିଳମ୍ବିତ ରାତି ଯାଏଁ ଚେକିଂ କରିଥିଲା। କଟକ ରୋଡ଼, ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳରେ ଥିବା ନାଇଟ କ୍ଲବ ଓ ବାରରେ ଚେକିଂ କରାଯାଇଥିଲା।

କେନ୍ୟୁଜ୍(ବ୍ୟୁରୋ): ଆକ୍ସନ ମୋଡରେ କମିଶନରେଟ ପୋଲିସ । ପାର୍ବଣରେ ପୋଲିସର ଜୋରଦାର ଚେକିଂ। ରାଜଧାନୀର ବିଭିନ୍ନ ବାର, ନାଇଟ କ୍ଲବ ଓ ଡ୍ୟାନସ ବାରରେ କମିଶନରେଟ୍ ପୋଲିସ ବିଳମ୍ବିତ ରାତି ଯାଏଁ ଚେକିଂ କରିଥିଲା। କଟକ ରୋଡ଼, ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳରେ ଥିବା ନାଇଟ କ୍ଲବ ଓ ବାରରେ ଚେକିଂ କରାଯାଇଥିଲା। ବିନା ଅନୁମତିରେ ଚାଲୁଥିବା ବାର ଓ ନାଇଟ କ୍ଲବ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.