କିଟ୍ ସ୍କୁଲ୍ ଅଫ ଲ’ ଠାରେ ପାଳିତ ହୋଇଛି ସମ୍ବିଧାନ ଦିବସ, ଥିମ ଥିଲା ‘ଭାରତ ଲୋକତନ୍ତ୍ର କି ଜନନୀ’

କେନ୍ୟୁଜ୍(ବ୍ୟୁରୋ): କିଟ୍ ସ୍କୁଲ୍ ଅଫ ଲ’ ଠାରେ ପାଳିତ ହୋଇଛି ସମ୍ବିଧାନ ଦିବସ । ଆଜିର ଥିମ ଥିଲା ‘ଭାରତ ଲୋକ ତନ୍ତ୍ର କି ଜନନୀ’ । ସମସ୍ତ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ମାନେ ଖୁବ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି ଅବସରରେ ପ୍ରୀୟମ୍ବଲ୍ ପାଠ କରାଯାଇଥିଲା । ପରେ ପରେ ଫଣ୍ଡା ମେଣ୍ଟାଲ ଡ୍ୟୁଟି ପାଠ କରାଯାଇଥିଲା । ଏହା ପରେ ଭକ୍ତି ଓ ଡେମୋକାସିକୁ ନେଇ ବହୁ ଆଲୋଚନା ହୋଇଥିଲ । ଜୀବନରେ କିପରି ଭକ୍ତି ଓ ଗଣତନ୍ତ୍ରର ସମ୍ବନୟ ରହି ପାରିବ ଏହା କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା।