Below header

ଜଳିଗଲା ଚୋରା ଡିଜେଲ ଓ ପେଟ୍ରୋଲ ଥିବା କଣ୍ଟେନର ଓ ଟ୍ରକ୍

ଜଳିଗଲା କଣ୍ଟେନର ଓ ଟ୍ରକ୍ । ଚୋରା ଡିଜେଲ ଓ ପେଟ୍ରୋଲ ଥିବା କଣ୍ଟେନରରେ ଲାଗିଲା ନିଆଁ । ପାରାଦୀପ ପିପିଏଲ ଛକ ନିକଟ ଗ୍ୟାରେଜରେ ଅଘଟଣ ।

ପାରାଦୀପ(କେନ୍ୟୁଜ୍): ଜଳିଗଲା କଣ୍ଟେନର ଓ ଟ୍ରକ୍ । ଚୋରା ଡିଜେଲ ଓ ପେଟ୍ରୋଲ ଥିବା କଣ୍ଟେନରରେ ଲାଗିଲା ନିଆଁ । ପାରାଦୀପ ପିପିଏଲ ଛକ ନିକଟ ଗ୍ୟାରେଜରେ ଅଘଟଣ ।

ଖବର ପାଇ ନିଆଁକୁ ଆୟତ୍ତ କରିଛନ୍ତି କୁଜଙ୍ଗ ଓ ପାରାଦୀପ ଅଗ୍ନିଶମ ଅଧିକାରୀ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଅଘଟଣ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.