ଜଙ୍ଗଲରେ ପଡିଛି ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
ସୁନ୍ଦରଗଡ : ଜଙ୍ଗଲରେ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ। ସୁନ୍ଦରଗଡ କୋଇଡା ଥାନା କାଶୀରା ଗାଁ ନିକଟସ୍ଥ ବ୍ରାହ୍ମଣୀପାଟ ମେଢ ଜଙ୍ଗଲରେ ପଡିଛି ମୃତଦେହ । ମୃତଦେହ ନିକଟରେ ପଡିଛି ଡିଜେଲ ଡବା, ଦିଆସିଲ ଓ ଚପଲ। ତେବେ ତାଙ୍କୁ ହତ୍ୟା କରାଯାଇଛି କାରଣ ଅସ୍ପଷ୍ଟ ରହିଛି । ଜଙ୍ଗଲରୁ ଦୁର୍ଗନ୍ଧ…